Still, you are there
For the star.
Similar Posts
You are reading me
The whole truth.Imagine thatYou are in meAnd we are forEach other.Imagine thatWe are as such designedBy an architectWho is within us.And nothing to worryIf you are not able toImagine, stay still.
ଏତିକି ସେତିକି ହେଲା
କିଏ କୁଆଡେ ଯାଇକୋଉଠି ରହିଲାପଡିଲା ନାହିଁ ବୁଝା ।ହେଲା କିସୁନ୍ଦର ଜନ୍ମ ବେକାର?ହଁ ହୋ କହି କେହିଆସିଲା ନାହିଁ ଫେରି ।ତଥାପି କାହାର କାନ୍ଦରେକେତେ ଥିଲା ସତ ଆଉକେତେ ଥିଲା ଖାଦପରଖିବାକୁ ବି ନ ଥିଲାସମୟ କାହାଠି,ନ ଥିଲା ବି ଲାଭ କିଛି ।
Settlement outside
And the only wayFor solution.Need of time-Toleration,Brotherhood,Peaceful cooperation,History’s modification.Check out-Emotion andReality.Be ready to sacrificeFor others.
Love, nature, god
And they all confused me.I want notMercy from anyone.And it is also sure,I care not anyone.I know all are underMy will power.I think no one is great,No one is helpfulIn any way.still, I waitSomething is there to happen.
1.
ମୋ ପାଖରେ ନ ଥାଏଉତ୍ତର ଭାଷା ଗୋଟେ କଣ!କରୁ ନି ମନା ମୁଁ କରିଥିଲିଭାଷା ପାଇଁ ଅନଶନ ।ମିଳିଲା କଣ ସେ କଥାକହିବାକୁ ବି ନାହିଁ ମନ ।ଦାବି ଥିଲା ଭାଷା ପ୍ରଚଳନ,ଆଉ ଦଣ୍ଡବିଧାନ ।ସବୁକିଛି ଆବେଗପୂର୍ଣ,ଆବେଗରେ କଣଜିଇଁ ହୁଏ ଜୀବନ!କିନ୍ତୁ ଥିଲେ ସିନା କହିହୁଏକିଏ କେମିତି ସ୍ଵୟଂସଂପୂର୍ଣ ।2.କିଛି ଭାଷାଯାଇଛି ରହିନବୀନ ନିବାସରେ ।କିଛି ଭାଷାପାଉ ନି ରାସ୍ତାଆମରି ଇଜଲାସରେ ।ପେସାଦାର କବିଛଟପଟ ଭିଡ ରାସ୍ତାରେ ।କହୁଛି କିଏ କଣ କେତେବେଳେନାହିଁ ନିଘା କବିର,ଚାପିଚୁପି ଦେଇ…
Sky smells
All not scentedBut fishy and fishy.Life growsOn the lap ofWolf-time.Security guardNot necessaryWell known to all.All inspiredAll despaired.Fairest fairLife-fire.
Still, you are there
For the star.
Similar Posts
Anything
Read my writings andUnderstand the truthThat is within you.Anywhere I can goSee me and stayUnafraid.Call me and feelMy presenceWhere you are.No danger,When I appear,For you dear.
I am not here
Insulting you.For you hereLove sake, I stood.I am hereRebellious though,Faithful.I argueWith no pretensionAs a poet, you know.Hazardous roadI pursueAs I know you.
ଆଢୁଆଳରେ
ଆଢୁଆଳରେଘଟି ଯାଉଥାଏ ଯାହାସବୁ,ଚେଷ୍ଟାକଲେ ଜାଣିବାକୁଆସ୍ତେ ଆସ୍ତେହୋଇଯାଏ ବୁଝି ବାବୁ!ଆଖି ବନ୍ଦ କରିଯିବାକୁ ହୁଏ ଦେହଠୁ,ନିଜ ରାସ୍ତା ଯାଇଛି ଯାହାନିଜ ଭିତରକୁ ସେଇ ରାସ୍ତାରେନିଜ ଭିତରକୁ।ସେଇଠି ଇ ଥାଏସବୁ ପ୍ରଶ୍ନ ସବୁ ଉତ୍ତରସେଇଠି ଇସବୁ ଆଲୁଅ ସବୁ ଅନ୍ଧାରଆଉ ସେତକ ପାଇଁଯିବାକୁ ହେଉଥାଏ ଏଇଠୁ।ହେଲେ ବାବୁସୀମାରେ ପହରାପାହାଡ ଆଉ ସମୁଦ୍ରରଆଉ ସୀମା ଛୁଉଁ ଛୁଉଁଭୁଲ ଧାରଣାର ବଶବର୍ତ୍ତୀରେହଜୁଥାଏ ରଙ୍ଗବେରଙ୍ଗ ରାସ୍ତା।ରହ ସ୍ଥିର ବାବୁ,ସ୍ୱୀକାର କର ଏଇଠିଏମିତି ଦୃଢ ତୁମର ବିଶ୍ୱାସ,ଆଉ ଏଇଠି ଚଳେ ନାତୁମ ଇଚ୍ଛା କି ଅନିଚ୍ଛା…
ନାମମାତ୍ର କବି
ହଁନାମମାତ୍ର କବି ମୁଁ।ଠିକ୍ ଶବ୍ଦ ଠିକ୍ ବେଳେଠିକ୍ ଜାଗାରେରଖି ପାରେ ନି କିସତରେ!ଆଉ ଏଇ ସୁଯୋଗରେହେଉଛି ମୁଁଚଢଉର ଶିକାର।ସମୟ କରୁଛି ଚଢାଉମୋ ଉପରେଆଉ ମୁଁ ନାମମାତ୍ର କବିଦେଖ ଅସହାୟ କେତେ!ସୁଯୋଗ ଦେଖିଚାକରବାକର ବିମୋ ଉପରେ ଫୁତ୍କାରୁଛନ୍ତି।ମୁଁ କବି ନାମକୁ ମାତ୍ର,ଶବ୍ଦ ଅଣ୍ଟୁ ନିସରୁଛି ସମୟ।ଜୀବନ ସରୁଛିରାସ୍ତା ସରୁ ନି।ମୁଁ କବି ମୂଲିଆରଶ୍ରମିକରମୁଁ କବିଭୋକିଲା ଶୋଷିଲାରମୁଁ କବିନାମକୁ ମାତ୍ର କବିକାହା ପାଇଁପାରୁ ନି କରି କିଛି।ଗାଁ ମୁହାଁ ଯାଉଛିଗାଁ ଯାଉଛି ଦୂରେଇ।ସ୍ଥିତି କଣ ମୋର?ମୁଁ କବିନାମକୁ ମାତ୍ର କବି।ତପୋବନ,…
କେନ ପାରିଛେ ବୁଝି
କେନ ପାରିଛେ ବୁଝିପବନ ପାଏନର ଗତିମାଏଝିର ମତିକରୁନାର କରାମତି!କେନ ପାରିଛେ ବୁଝିନେଇଁ ଦେଖଲେ ଭିବଦଲୁଛେ ପରକୁତିକାଁଗାଲ ବଜାରବାଦି!କେନ ପାରିଛେ ବୁଝିକବିର ଛାତିମାଟିର ଥାତିଉସନିତ୍ରା ରହେଲେ ଭି ରାତି!ନେଇଁ ପାରିକରି ବୁଝିନଏଦକେ ଦଉଛେ ଫିରେଇସଁକଲା ବେଟଲା ଗିତ୍ଖମନକେ ଶିତ୍।ତପୋବନ, ଟିଟିଲାଗଡ,ବଲାଙ୍ଗୀର08/09/2020
Respect her
Who is she?Let her brother askIf he so likeAnd if notLeave it all.She is a daughterShe is a sisterShe is a motherFor your nastySelf-interestUse not her.She is hereShe is thereAs all creatorAs all destroyer.Dare not to askAnything dear.Help herCooperate herOr faceConsequencesWith your own fear.Remember,You are nothingBefore or after.Like earthShe is here.Respect herAnd be a star.Tapoban,…