Tume kara dwansa,
Kintu kounashi bagare
Mu prabhabita nuhen,
Mora kana achhi
Mora kichhi nahin.
In Odia lipi Brahmi script;
କିଛି ନାହିଁ
ତୁମେ ସୃଷ୍ଟି କର
ତୁମେ କର ପରିଚାଳନା
ତୁମେ କର ଧ୍ଵଂସ
କିନ୍ତୁ କଉଣସି ବାଗରେ
ମୁଁ ନୁହେଁ ପ୍ରଭାବିତ,
ମୋର ଅଛି କଣ,
କିଛି ନାହିଁ ମୋର ।
This is a translation of the poem
Nothing To Me
by
Gajanan Mishra
Similar Posts
1
ମୁଇଁ ଗଜାନନ ମିଶ୍ରକେନ୍ କହେଲା ହୋ ତମକୁ!ଇ ଭଟର କାର୍ଡଇ ଆଧାର କାର୍ଡପାନ୍ ହଉ କି ଡ୍ରାଇଭିଂନକଲି ଭି ହେଇପାରସି।ମତେ ଇ ଜେନ ଦେଖୁଛମୁଇଁ ନେଇଁସେ ଏନ୍ତା।ମୁଇଁ କେନ୍ ଆଏହେଟା କହେବାର କାଜେନେଇଁ ଆଏବାର ଧେଇଁ!ମୁଇଁ ମୁଇଁ ଆଏଏତକି ଜାନବାରକାଜେତତୁଛେ ଭୂଇଁ ।2କେନ୍ କହେଲା ସତ୍ ବଲିକେନ୍ କହେଲା ସତ୍ ବଲି!ଏନ୍ତା ସେନ୍ତା ନେଇଁସେ କିଛୁ।ପଡିଛେ ଜଦରଭି ପଡିଛେଇନେ ହେନେ ଆରୁ ଆରୁକେନ କେନ ଠାନେହେମାନକର ହିସାବଜାନିଛେ ଜେନ୍ଆନ ଡାକି ପାସକେ!ପାସେ ତମରଅଛେ ସବୁଗୋ ବୁଆ।ଖାଲି ଦେଖି…
ଛେଳିର ଛିଙ୍କରେ
ଛେଳିର ଛିଙ୍କରେଗଧର ଗୁହରେଗଳି ଗଳିରେଗାଁ ଗାଁରେକରୋନା କରୋନା।ପୁଣି କରୋନାପ୍ରିୟତମାର ହାତରେବାଲିରେ ବାଡିରେ ବଣରେକରୋନା କରୋନାଟିଭି ଖୋଲିଲା ମାତ୍ରେମୁଖପୁସ୍ତିକାରେ।ଥିଲା କି ନ ଥିଲାଥିବ କି ନ ଥିବଜଠରରେ ଜୀବନରେଗେଲରେ ଗାଲରେକରୋନା କରୋନାକହିବ କିଏ ଅଛି ପାଖରେ!ପ୍ରଶାସନ ଭୟରେଥରହର ମାଟି ଆକାଶଦିନରେ ରାତିରେରୀତିରେ ରାଶିରେରାଲିରେ ରଥରେରହ ରହରେ।କରୋନା, ଏଠାରେସେଠାରେ ଏକରେଦୁଇରେ ଦୋକାନରେ ।ଯା ନାରେ ଯା ନାରେମଣିଷ ପାଖକୁ ଯା ନାରେ।ମଣିଷ ଆଉ କାହିଁରେ?ମଣିଷ-କରୋନା ସବୁଠାରେଗଲେ ଆଉ ପାରିବୁ ନି ରହିରେପାଖକୁ ପାଖ ଲାଗି ଲାଗିରହ ନା ରେ ରହ…
Ever clear
LibertyListeningLivingLittle by little.TimeTrustTroubleAll oneAnd the sameHere.Pardon meFor the truthI told.Love or hateNo matterI am learning just.
All to recite dear
Poetry is not songs.One line poetry isSufficient toPicture life.Measure not wordsBut imagine the manometer.
Kaha birodhare kichhi nahin,
Mu sabubele.This is a translation of the poemNothing Against AnyonebyGajanan Mishra
ଦେଶ କୋଉଠି?
କୋଉଠି ଦେଶ?ଦେଶ କୋଉଠି ଯେଖୋଜୁଛ ଦେଶଭକ୍ତ!ଦେଶଭକ୍ତ ଆଉଦେଶଦ୍ରୋହୀ ଭିତରେଥିବା ପାର୍ଥକ୍ୟକୁଦେଖ କୋଉ ଦୃଷ୍ଟିରେ!ହୋ ହଲ୍ଲାକର ସଂସଦରେ,ଦୁଲୁକାଅ ବିଧାନସଭା।ମଦର ବନ୍ୟା କର ସୃଷ୍ଟି,ଅବମାନନା କର ମାତୃଶକ୍ତି।ଚିଲ୍ଲାଅ ରାଜରାସ୍ତାରେନାରୀମୁକ୍ତି ନାରୀମୁକ୍ତି।ଦେଶ କଣ? ଦେଶ କୋଉଠି?ଅନ୍ଧଦେଶ ଆଉ ଅନ୍ଧବିଶ୍ୱାସଅନ୍ଧ ଆଗରେ ରଖୁଛ ନେଇଯାହା ଯେତକକିଏ କରିବ ସତ୍ଯ ।ଦେଶ! ଦେଶ! ଦେଶ!ଦେଶ ଭିତରେ ଏତେ ବେଶ,ଦେଶ ଭିତରେ ଆମେ ତୁମେହେଉଛେ ଶେଷ!ଦେଶକୁ କର ସ୍ୱାହାହେ ମହାପାତ୍ର।ପଚାର ନା ଆଉଦେଶ କାହାର?ତପୋବନ,ଟିଟିଲାଗଡ,ବଲାଙ୍ଗିର2/12/2019