Here we have freedom,
Freedom of thoughts
And expression,
Freedom to move freely,
Free to live with
All creatures.
Similar Posts
My life,
If you so like,And if youDo not likeLeave notAt any time.Wait and watchThe thingsGoing on here.Life – an open book,Just go on withThe bright side andTaste sweet.
ଜରାସନ୍ଧ
1ଏଡେ ସହଜରେଜରାସନ୍ଧ କଣ ମରିପାରେ?ଜରାସନ୍ଧ ଥାଏସଦା ଅନ୍ଧାରରେକୁ ପରାମର୍ଶ ଭିତରେଆଉ ଅପର୍ଯ୍ୟାପ୍ତଗାଳି ଦେଉଥାଏଆଲୁଅକୁ।ଆଲୁଅ ଥାଏ ସବୁଠିଆଉ ଥାଏଥିବା କଥା ଯୋଉଠି।ଦେଖିବା ଲୋକ ଦେଖେଦେଖିଲେ ଦିଶେଦିଶିଲେ ହସେ।ହସ ପରି ହସ କେବେହସି ନି ଜରାସନ୍ଧ।ହସରେ ରସି ନ ଥିଲାବାଲାହସ ପରି ହସହସନ୍ତା କେମିତି ବା!ଜରାସନ୍ଧଜରାସନ୍ଧ ହୋଇ ଥାଏ।କୋଉଠି ନ ଥାଏ?2ଦୁଃଖ ଭୟ କୁହୁଡି କାକରଥରଥର ଦେହ ଅନ୍ଧାର ଅନ୍ଧାର ଘୋରଅଦ୍ଭୁତ ସମୟ ପ୍ରହାର ଖାଉଛି ନିଜକୁ ନିଜ ପୁରରସସାର ସଂସାର ଏଣେକେଣେ କାହାର ଅସ୍ଥି ମଜ୍ଜା ରୁଧିର!3‘କେହି ନ…
ନୀରବତା
ବେଳେବେଳେ ଘୋଟିଆସେବିପଦ ନୀରବତା ପାଇଁ ।ଆଉ ବେଳେବେଳେନୀରବତା ଇ କରିଦିଏସବୁ ସମାଧାନ।ସାବଧାନ!ତପୋବନ, ଟିଟିଲାଗଡ, ବଲାଙ୍ଗିର22/01/2020
ସୂର୍ଯ୍ୟନଗରରେ ଅନ୍ଧାର
ସୂର୍ଯ୍ୟନଗରରେ ଅନ୍ଧାର,ସବୁ ସବୁ ଆମେ ଓ ଆମର ବେକାର!ଆମ ଭିତରେ ଏତେ ଗଦ୍ଦାର!ସାଙ୍ଗ, ଆମର କଣ କିଛି ନାହିଁକହିବାର ଆଉ କରିବାର!ବଂଚିବା ଆଉ ମରିବା ଭିତରେକେତେ ଫରକ ସାଙ୍ଗ?ଶିରିପୁରରୁ ଗୋପବନ୍ଧୁ ଛକ ଯେତେ!ଜନହିତ ପାଇଁ ଆହୁରିକଠୋର ହେବାକୁ ହେବ ସାଙ୍ଗ।ଯମ ଠୁ ଆହୁରି ଅଧିକ କଠୋର ନ ହେଲେଯମକୁ ହେବ କି ଜିତି ସାଙ୍ଗ!ବୁଝିବା ଆଉ ବୁଝେଇବା ଭିତରେଅଧିକ ସମୟ ନ ଦେଇଆସ ସାଙ୍ଗ ନିଜକୁ ନିଜେକରିବା ଘୋଷଣା ନିଷିଧାଂଚଳ।ପଡୋଶିନୀକୁ କହିବା ତୋଠି ତୁ ରହଏଣୁଏଣିକି କଥାବାର୍ତ୍ତା…
ଯେତେବେଳେ ବି ମୁଁ କିଛି
କହୁଛ ରହ, ଆଉ ଦେଖୁଛରହୁଛି କି ନାଇଁ ମୁଁ ।ଯେତେବେଳେ ବି ମୁଁଯିବାକୁ ଚାହୁଁଛି ଯୁଆଡେଛେକି ଦେଉଛ ମଝିରେଆଉ ରହୁଛ ଚାହିଁ ମତେ ।ଯେତେବେଳେ ବି ମୁଁଠିଆ ରହୁଛି ଏଠିକହୁଛ ତୁମେ ନାହିଁ ସମୟ,ଉଠ ଆଉ ଦେଖ କୋଉଠି କିଏ ।କିଏ କିଏ ସବୁ ଗଲେଣି କୁଆଡେ କୁଆଡେଦେବାକୁ ହିସାବ ନାହାନ୍ତି ଜଣେ ବି ଏଠାରେ ।
Live long life, live long.
Stay straight.So many things to do here,Life, so many things to do,Go on doing night and day.Know life, know the truth,What to do and what not to do.Credit and debit are thereWith knowledge and ignorance.Life, go on with the right approach.Life, go on and go on.