Gajanan Mishra

1

An idea or a designCannot be copied.Think deeplyAbout your own self.Is it yours?Rely not on anythingBut stay UnitedAnd stay undivided.Integrate withinYour own self.Certainly you are notThere to waitI know, and my knowledge isAll clear and completed.2See me I amMoving alwaysFrom here to there.And here seeWe are togetherAnd having an influenceOn each other.We are hereAnd we…

New, all new.

New foodNew lifeNew bookNew toThis languageNew toThis pageNew to meNew to youNew to all.New, all newNew ageNew groundNew bornNew comerNew moonNewfangledNew to allAll new,New and newLife andLivingLandLabour, all.New,New dayNew year,Dear,Stay hereAnd feelAll newAnd new.

Home, home, home

Home, the heavenI am happy and getting peace,So also you do agree with me.Home home sweet homeThe poets write on and on.My home – this earth,My home – my bodyAll in one.Let me draw one picture after another dayLet me read chapter after chapterLet me say a few words unendingIn the sound so clear.

କବିଏ ବ୍ୟସ୍ତ

କବିଏ ବ୍ୟସ୍ତକବିତା କେମିତି ଛପା ଯିବପୁରସ୍କାର ସମ୍ମାନ କେମିତି ମିଳିବକଳାବଜାରୀଏ ବ୍ୟସ୍ତ କେମିତି ଅଧିକ ହେବ ଲାଭଅଫିସର ଅମଲାଏ ବ୍ୟସ୍ତ କାମ ନ କରି ପକେଟ କେମିତି ଗରମାଗରମ ହେବରାଜନୀତିଏ ବ୍ୟସ୍ତ କେମିତି ୱା ୱା ମିଳିବମନ୍ତ୍ରୀଏ ବ୍ୟସ୍ତ କେମିତି କୁର୍ସି ରହିବଖାତିର କରୁଛି କିଏକିଏ ଖାଇଲା କଣ କି ନ ଖାଇଲାଖାତିର କରୁଛି କିଏକିଏ ଆକାଶତଳେ ରହିଲା କି କାଦୁଅରେ ପାଣି ଘେରରେକି ବାଲିରେ କି ଚନ୍ଦା ପାହାଡ ଉପରେଖାତିର କରୁଛି କିଏକାହାର ବାପ ମଲା…

ବେକାର କଥା

1ବନ୍ଦ କରି ଥାସବୁ ଔପଚାରିକତା ।ସବୁ ବେକାର କଥା।କେତେଟା ରୂପ କାହାରପରଖୁ ଥା।ଭୁଲକୁ ଠିକ୍ କହୁ ଥା।ପୂର୍ବାପର ସଂପର୍କ ଯୋଡୁ ଥାଯେମିତି ଅଛୁ ଯୋଉଠିସେମିତି ସେଇଠି ଥା।ସବୁଠୁ ବେଶୀମାରାତ୍ମକ ସରକାର।2ବନ୍ୟାକୁକରୋନାକୁମୋର କହୁ ଥା।ବଂଚି ଥା।ପାଣିରେ ଥାଭୂତାଣୁରେ ଥା।ଶୋଷୁ ଥାମାରୁ ଥା।ଆକାଶକୁ ଛତାକରି ଥା।କେତେ ଠାଣିମାଣିପରଖୁ ଥା।ବେକାର ସରକାର!ବେକାର କଥା।