Knowledge always – life here.
Similar Posts
ଏମିତି ସକାଳ
ଚାହିଁବ। ଜିନିଷ ପାଖରେଏମିତି ପାଇଥିଲ କି?କି କଥା କି କଥା କହୁ କହୁ ସତେନୂଆ ସୂର୍ଯ୍ୟକୁ ଏମିତି ଭାବରେଭେଟିଥିଲ କି?ଏମିତି ସକାଳ ଆଉ ଥରେପୁଣି ଆସିବ କି?
very very difficult really-
So many problems-How to solve.So many hurdles-How to overcome.And we knowWe are going to vanquishBy nature’s law.Very very difficultTo understand nature.And here we are allStruggling forExistence – no value, though.
Not sufficient
But you have to do the needful.Not wantingTo tell about anythingBut you have to rethink good.You are able toRemember things I know,And you can keep right.Remember, each one isSensitive and productive.Remember, telling all positiveAnd selling anything to publicNot one and the same.
1
ଆଉ ଯାଉଛ ତ ଯାଅ ରାସ୍ତାରେ।ମୁଁ କିନ୍ତୁ ରାସ୍ତା ଛାଡିବେରାସ୍ତାରେ ଯିବା ଲୋକ ନୁହଁ।ରାସ୍ତାରେ ହିଁ ଥାଏ ସ୍ୱପ୍ନଆଉ ସ୍ୱପ୍ନରେ କଅଁଳୁଥାଏ ଜୀବନ।2କିଛି କାମ କରେ କିଶବ ଉପରେ ଶବ୍ଦ!ନ୍ୟାୟ ସତ୍ଯ ପୌରୁଷକଣ କରନ୍ତି କାମୁକଠି!ତାପର ମାତ୍ରା ବଢେବୟସ ସହିତ।ଫୁଟେ ଆଉ ଝଡେମନକୁ ମନ ଫୁଲ!
1
ଭୁଆଁ ବୁଲାଉଛନ୍ତି କି ଦଣ୍ଡ ବ୍ୟବସ୍ଥା ଅଛି?ଏଠି ସମସ୍ତେ ଆତଙ୍କିତ!କେତେ କିଏ ଜାଗ୍ରତ?2ବନ୍ଧୁକୁହାଁକେନ୍ଦୁ।କହୁଥିଲେ କେବେକୃପାସିନ୍ଧୁ!ଭାଇ!ଛୁରୀ ଭୁଷାଭୁଷିଆମ୍ୱଗଛର କାଈ।କୋଉଯାଏ ଯିବକାହାକୁ ନେଇ!ସତ କୋଉଠି?କିଏ ତୁମର!
ରାତି ଏକ ପୁରୁଣା ବନ୍ଧୁ
ସବୁ ଭଲ ପାଇବା ଆଉଉସୁକାଉଥାଏ ସ୍ୱପ୍ନ ସବୁ।ପୁଅବୋହୂଘରେ ଦିନୁଟିଏଲାଗେ ଯେମିତି ଗୋଟେଯୁଗ ସେମିତି ବାହାରେଆକାଶରୁ ବିଜୁଳି ପରାୟେ।ବୁଡି ଯାଉଥିବା ଡଙ୍ଗାରୁଯେମିତି ପୁଣି ବାହାରି ଆସିଆଗରେ ଛିଡା ହୁଏ ନୂଆସମୟ ସବୁ ସୂର୍ଯ୍ୟ ଧରିସେମିତି ବିବେକର ଡାକରାରେହାଜର ହୋଇଯାଏଁ ଚନ୍ଦ୍ର ପାଖରେ।