I am free and
I am aware of the truth.
I accept all,
I try to know all.
Each one is perfect,
I know in this life.
Similar Posts
ବଢି ବଢି ଚାଲିଛି ଚିନ୍ତା,
ରୋଗ ଶୋକ ଶତ୍ରୁସବୁ ପ୍ରକାରର ଚିନ୍ତାଯୋଉଠି ଯିଏ ଥାଉ।ମାତୃ ପିତୃ ଭ୍ରାତୃଯାହାର ବି ଦୋଷରୁ ହେଉଯୋଉଠୁ ବି ହେଉଖୋଜୁଛି ଉପାୟଆସିବାକୁ ମୃତ୍ଯୁ ।ତିଥି ବାର ନକ୍ଷତ୍ରଦେଖିବା ହେଉ।ଆଉ ଗଣା ଯାଉଥାଉଏ ମୁଣ୍ଡରୁ ସେ ମୁଣ୍ଡକୁଆଉ ସେ ମୁଣ୍ଡରୁ ଏ ମୁଣ୍ଡକୁ ।ଆଉ ଯାହା ହେଉ ନ ହେଉଯୋଗବିଯୋଗ ଏକାସାଙ୍ଗରେଚାଲିଥାଉ ପହଂଚିଲା ଯାଏଶୁଭ ଲାଭ ସୁଖ
ଗୋଟିଏ ସୂର୍ଯ୍ୟ
ଗୋଟିଏ ହସଯଥେଷ୍ଟ ଜିଣିବାକୁ ଜଗତ ।ଗୋଟିଏ ଜୀବନ ପାଇଲେତୁମକୁ ହୋଇଯାଏ ଧନ୍ୟ ।ଗୋଟିଏ ଶବ୍ଦ ଧରିହୋଇଗଲେପଳାଇଯାଏ ପାଖରୁ ମରଣ ।
I have fallen in love
I care not grammarOr anyone else,But I care you.And I knowYou are more thanAnything for me.I live in you,My love for you,You are the truth,I know.Here and there, poetry,Move around me.Poetry, come on,I am here for you,And I am here to you.I am fallen in loveWith you, the truth.I arrive, you depart,Life journey starts.Poetry, you…
1.
ସମୟ ଉପଗତ ।ଆଉ ଖେଳିଥାନ୍ତ?ଆମେ କିନ୍ତୁ, ତୁମଖେଳରେ ନୟାନ୍ତ ।ସେତିକି ଥାଉ,ବେଲୁନ ଫାଟୁ,ଆକାଶ ଭାସୁ ।2.ମୋର କିଛି କାମ ନାହିଁଆଉ ଏ ଦେହର କିଛି କରିବାର ନାହିଁ।ମୁଁ ଏ ଦେହ ନୁହଁଆଉ ନୁହଁ କିଛି ମୋର ।3.ଆମ ଲୋକେଭାଷାହୀନ, ଶବ୍ଦହୀନ ।ଆସ ଦେବା ଭାଷା ।ଭାଷା ଦେବାକୁଆସିବ ନି ଯିଏରଖିବା ନି ତାକୁରାଜ୍ୟରେ ।ଆସ ମୁଣ୍ଡଟେକିଛିଡାହେବାଆମ ନିଜ ମାଟିରେ ।କହିବା ମା କୁ ମା,ଛାଡିଦେବା ନିଅବହେଳା କରିଅମଣିଷ ଭେଲିରେ ।
With sciatica pain
Words, my own.I am not as cleverAs you dear andWith no end ofMy dreams I deliverUndying time.I love allAnd I respectWith a glass of water.And I wonder hereWith the passing yearsUnprinted letters.
Very difficult to explain.
Sexual satisfaction.Some other say – givingAnd taking with mutual understanding.Some other further say –It is entering, it is acceptingWithout any complaint.But what I feel,Love is beyond any definition,Love is love and let usLeave all with love.Love is the only truth,And the truth I know with you.