With me.
I have a longer distance
To travel, though dear.
I am not on fear,
Since you are here.
And over the years
We are with mutual live.
Let us feel
Each moment as special.
And I know
We are not cruel.
Similar Posts
Let me clean myself
Life is meant forShowing respect for others.Poetry – life is committed toA polite smile being connectedWith love and truth.The poet is fairly rightWith dust and dawn.The poet with his wordsAnd languages and behaviourMove forward carefullyTo prove lifePoetically correct.
ଏଠାରେ ଏମାନେ
1ଆତତାୟୀଏମାନେ ସବୁଏ ଯାହାଙ୍କୁଦେଖୁଛ ଏଠାରେଆଉ ଯାହାଙ୍କୁ କହୁଛଭାଇ ବାପ ବନ୍ଧୁ ମଇତ୍ର।ତମର ଆତ୍ମାକୁ ପଚାରଏମାନେ କେତେଦୂରହେବେ ତୁମର ସହାୟ।ପଚାର କେମିତିକୋଉଠି କିଏଦେବ ଧୋକା!କଣ କଲେ ପୁଣିତୁମକୁ ଯିବ ତୁମେଏମାନଙ୍କ ସହିତପଚାର ଯାଇଯାହାକୁ ନେଇ ପୁଣିଧରି ରଖିବାକୁ ହେବଏ ସମୟ।ଏ ସମୟରେ ଏଠିଚୋର ତସ୍କରଙ୍କ ଭିଡ।2ଚୋର ତସ୍କରଆଉ ଲୁଟେରାସବୁ ସବୁ ଏମାନେଏ ସରକାରଆଉ ଏ ସରକାରୀବାବୁ ଅଫିସରମାନେଚାଣକ୍ୟ ଦିନୁସିଦ୍ଧ କଥା ୟେ,ଆଉ ଆଲୋଚନାରନାଇଁ ପ୍ରୟୋଜନୟା ଉପରେ।ବଦଳେଇ ପାରିବାରଶକ୍ତି ଅବଶ୍ୟ ଅଛିତୁମଠି ଜାଣେ।କିନ୍ତୁ ତୁମକୁ କୌଣସିପଦପଦବୀ କିଟଙ୍କାସୁନା କିଆଉ କଣ…
Find nothing
Beyond truth.Beyond mountainsFind lifeBeyond rumoursFind the truth.Life and the truthAll there in imagination.Imagine lifeIn attractionWith interest.Live lifeBeyond interest.Hottest andColdest – lifeAnd love.Beyond loveFind nothing.Love is an expressionLife is a feeling.Beyond loveBeyond lifeSee nothing.
କେବଳ ତୁମର
ମୁଁ କେବଳ ତୁମରକୋଉଠୁ ଜାଣିଲ!ଜାଣିଲା ପରେକଣ କଲ!ଆଉ କଣ କଲକିକେଉଁଆଡେ ଯଦି ଗଲଜାଣିଥାଅ ମଲ।କଲ କି ମଲ!ଜାଣୁ କି ନ ଜାଣୁ କିଏସୁରକ୍ଷିତ ଯଦି ପହଂଚିଗଲଆଉ ନାଇଁ ଅନ୍ଧାର।ତପୋବନ,ଟିଟିଲାଗଡ,ବଲାଙ୍ଗୀର17/10/2020
1
ଏ ଦେହ, ଏ ମନ, ଏ ସ୍ୱପ୍ନ।ରହିବ ନାଇଁଏ ରାତି ଆଉ ଏ ଦିନ।2ନୂଆ ଭାବରେ କର ଆରମ୍ଭଭୂଗୋଳ ଆଉ ଇତିହାସନୂଆ ଭାବରେ ଦେଖ ଜୀବନହୁଏ ନି କିଛି ଏଠି ଶେଷ।
How can you be a destroyer young men when you are not a creator?
And where no one is the destroyer live here without fear.