Great sages and elevated.
O bees, come into my life,
My confidential heart-grove
Is here, feel free and come,
Come to taste my fragrance,
And make it suitable for others.
Similar Posts
କିଏ କାହାକୁ
ପୁଣି କିଏ କରେ କଣକେତେବେଳେ ଜାଣେ ନା କିଏ ।କିଏ ଥାଏ କୋଉଠିଆଉ ଥାଇ କରେ କଣକାର୍ଯ୍ୟ କାରଣର ପ୍ରଭାବପଡେ କୋଉଠି ଜାଣେ ନା କିଏ ।ଆଉ ଜାଣି ନ ଜାଣି ଥାଏପାଖରେ, ଥାଏ କି ନ ଥାଏନ ଥାଏ ଗୋଚର, ଆଉଯାହା ଥାଏ ନୁହେଁ କାହାର ।
We have not created the language,
And the language can solve allThe problems faced by us.Let usReform and rectify ourselvesFor the benefit of the self.We are just machines, and the machinesCan move forward only through language.No one is permitted to usurpAnd destroy our language, our identity.Our state is nothing but the wavesOf language, let us remember, for all welfare.One who is…
1
ଗଜାନନ ମିଶ୍ରଅନୁମତି ଦିଅ, ବାପା,ମୋ ହିସାବରେ ବଂଚିବାକୁ ଚାହେଁ ମୁଁଏ ଆକାଶ ତଳେ, ଏ ପ୍ରକୃତି କୋଳରେ।ଚାହେଁ ନା ଦେବାକୁ ଚୋର ଥଣ୍ଟଙ୍କୁପଇସାଟିଏ ଆଉ।ବାପା, ବଡ ଥଣ୍ଟ ଅଛି କି କୋଉଠି କିଏବଳି ସରକାରଠାରୁ?ବସିଲେ କହୁଛି ଦିଅ ଟଙ୍କା,କାଶିଲେ କହୁଛି ଦିଅ ଟଙ୍କା,ଚାଲିଲେ ବୁଲିଲେ କହୁଛି ଦିଅ ଟଙ୍କା।ସ୍ପଷ୍ଟ ଭାଷାରେ କହିଦେବାକୁ ଚାହେଁସରକାରକୁ, ସାକ୍ଷୀ ତୁମେ ବାପା,ସରକାର, ସରକାର, ଓ ସରକାର,ତୁମକୁ ମୋର ନାଇଁ ଦରକାର।ସୂର୍ଯ୍ୟ ଦେଉଛି ଆଲୁଅ ମତେ,ତୁମେ ଦେଉଛ ଖାଲି ଅନ୍ଧାର, ହେ ସରକାର!ମୋ…
ନୂଆଖେଇ ବାସିଦିନ
ଆମକୁ ପିଟୁଥିଲା, ହେ ଭିତରୁବଜରମୁଲି ଗୁଟେ ଆଏ।ବାଂଜିଡାଲ, ଆମଡାଲ,ବୁରୋଡାଲ, ଦୁବଲଟା,ଅଏଁଲା ଆରୁ ବଜରମୁଲି।ସକାଲୁ ଗାଧିପାଧିକରିଚଁଦନ ସିଁଦୁର ମାଖିକରିଆମେ ସଭେ ଭାଏବହେନବସି ପଡୁଥିଲୁଁ ମାହାପୁରୁ ଘରେ।ଷଠିପୂଜା ହଉଥିଲା,ବଁଦଉଥିଲା ଆରୁ ପାରଥନା କରୁଥିଲାମୋର ପୁଓଝିକର ଦେହେମୁଡବଜର ହଉ ପରଭୁ।ମା ଆରୁ ଅଛେ?କାହାରଠାନୁ ସୁନମୁ ଆରୁଏନ୍ତା କଥା ସବୁ!ଏକଲା ମା, ବାକି ସଭେ ଗୁଟେତବଭି ମୋର ମା ବଁଚୁଥିଲାଆରୁ ଆମକେ ବଂଚେଇ ରଖିଥିଲା।ଆରୁ କାହିଁ ଫିରବାସେ ବଜରମୁଲି ମାଡଆରୁ ସେ ଦିନ ଉତପାତ ହେବାରଟା!
ଇନ୍ଦ୍ରଧନୁ
ଜୀବନମାୟାରେ ଆଚ୍ଛନ୍ନଇନ୍ଦ୍ରଧନୁର ନିର୍ମାଣ ।ନିରାଧାର ନୁହଁଅଭାବ ଏକମନମୁଁ ମୋର ଜାଣ।ସଂଯୋଗ ବିଯୋଗନାହିଁ ଅନ୍ୟାଅନ୍ୟସଂଶୟହୀନ।ନିତ୍ୟଅନିତ୍ୟଯନ୍ତ୍ ରିତ ସର୍ବଜନଶୂନ୍ୟ ଘୋରବନ।ତପୋବନ, ଟିଟିଲାଗଡ, ବଲାଙ୍ଗିର03/02/2020
The totality of the universe is in me,
I possess pure and complete consciousnessAnd I am the cause of cosmic creation,And maintenance and dissolution.I am perfectly peaceful,I am the absolute truth, andFor me, the wind blows water flows.