In this winter.
Catch India
Crystal clear.
Swallow time
With honesty
And touch
Eternity.
Similar Posts
ତୁମକୁ ଜାଣିଲାପରେ ଲାଗିଲା
ସତରେ କଣ ତୁମକୁ ଜାଣିଲି,ଜାଣି ପାରିଲି? ?ଆଉ ନାଇଁ ତହୋ ହଲ୍ଲା ହଣାକଟାରେସାରିଲି କିଆଁ ସମୟ!ନା, କରି ନାଇଁ କେବେତୁମକୁ ଜାଣିବାର ଚେଷ୍ଟା ବି।ଦେଖି ନି କେବେ ଆଲୁଅରଖିଅଟିଏ ବି ଏଇଠି କିଆଉ କୋଉଠି ।କି ଖୋଜି ନି ପ୍ରମାଣକିଏ ଲାଭ କଲା କି କଲା କ୍ଷତି!କେତେ କେତେ ଗ୍ରହନକ୍ଷତ୍ରକୋଉକୋଉଠି କେମିତି କେମିତିଚାଲବୁଲ କରୁଛନ୍ତି, କଣ ପାଇଁଏତେସେତେ ପ୍ରତିଯୋଗିତାରେଧଇଁସଇଁ କେହି ପଚାରିବାକୁ ନାଇଁ!ପବନ ଆଉ ପାଣିର ଖେଳରେସରେ ନା କିଛି କହିବାକୁଆସିଛି ଧାଇଁ। ଆଉ ତୁମେକଣ କିଛି…
ଠାଏ କହିଥିଲି
ଉଭୟେ ମୋର ପ୍ରିୟ ।ମଲ୍ଲୀକୁ ପାଏମୃତ୍ୟୁକୁ ପାଏ ନା ।ଏବେ କିନ୍ତୁପ୍ରତି ମୁହୂର୍ତ ମୃତ୍ୟୁଦେଖାଉଛି କରାଳରୂପମଲ୍ଲୀର ବେଶରେ ।ମଲ୍ଲୀ ଆଉ ମୃତ୍ୟୁଉଭୟେ ଜାଣି ରଖନ୍ତୁ-ଦାୟ ରାୟ କିଛି ନାହିଁ ମୋର,ମୁଁ କାହାର ଖାଏ ନା କି ପିଏ ନାଶକ୍ତି ନାହିଁ କାହାଠି କଣ କରିବେ ମନା ।
I discovered you
And my lifeIn and aboveWater.Some sayIt all celestial.And some othersListen toOur cries.All pleasant,All sufferedAnd warrantedThough wanted.
What is life?
Restless,Blind!All greenAll blossom.All in seaAnd landAnd in skyLife and living.How to live?We know not.How to light?We know not.
1
ମୁଁ ମୋର ଭାବନାକ୍ଷମାକର।ପାରିବି ନି ଏଠାକାରଏ ସଭିଙ୍କୂ କହିଦେଖୁଛ ଯେତେସବୁ ବଦମାସ ଚୋର।ହିସାବ କରୁଛିଘଣ୍ଟା କଣ୍ଟା ମିନିଟ,ଆଉ କହୁଛି ଚାଲ ଆଗେଇ।କ୍ଷମାକର ଜାଣିନିଆଗରେ ପାହାଡକି ସମୁଦ୍ର କିଆଉ କଣ କେମିତି!2ବୁଝି ହେଉ ନିକଣ ପାଇଁହେଉ ନି ପ୍ରେମ।ଋତୁକୁ ଋତୁଯାଉଛି ବଦଳିରଙ୍ଗରୂପ ଯଦିଓ।ଅଛି କିଏପରଖିବ ଭାବନାଅଛି କିଏ କହିବସବୁ ଶଳେଏମିତି ଭାଇନା!ଗୋଟେ ବଲି ମା,ସୁଖର ମୁହୂର୍ତ୍ତ ହରେଇବସିଛି ସ୍ୱପ୍ନା!
Here find everyone
But no one is to die.No fire can burn anyoneBut each one is to showOwn face dazzling.With delightEach one is to openThe new pages of own life.Let us love andI am sure love –The only ingredient of living.