And outside?
I know not
Where is it!
Where is it
I know not Karona!
And I am busy
In merry making.
Merry making
With death!
And it is all
Inside me.
Am I not Karona!
Similar Posts
1
ଗଜାନନ ମିଶ୍ର‘ସ୍ୱର୍ଗେ ସିନା ବାସ ତାଙ୍କ ନୀଚ ମତିଗତି,ଦେବତାଏ ପର ଶିରୀ ଦେଖି ନ ପାରନ୍ତି’ୟା ପରେ ରହିଛି କଣ କହିବାକୁମତେ ନାଇଁ ଜଣା।ଯଦି କହିବି କହିବେ ପରହିଂସୁକ।ଯଦି କହିବି କହିବେ ୟେ ସବୁଦଳିତ ସାହିତ୍ୟର ଅଂଶବିଶେଷ।ନ କହିଲେ ଛାତି ଫଟେଇମରିବା ସାର।ମଲେ କହିବେ ଗୁରୁ ଗୁରୁଜନଙ୍କୁବେଖାତିର ଫଳ।ଫଳ ମିଳେ ଏମିତିଏପଟୁ ପାହାର ସେପଟୁ ପାହାର,ଶଳା, ଜାତିଠୁ ବାହାର!କୋଉ ଜାତି କଥା କହୁଛି କିଏଯାଇ ପାରୁଛ ଯଦି ଯାଇ ପଚାର!ପଚାରିବ କାହାକୁ ହେଯେ ଯାହାର ଚୌହଦୀରେଚଉଦ ପା…
ବାପା ମୋର
କାଦୁଅ ପଚ ପଚଯିବୁ ନି ସେପଟକହି ନାହାନ୍ତି କେବେବାପା ମୋର।କହିବାର ସୁଯୋଗନା ସେ ଖୋଜିଛନ୍ତିନା ମିଳିଛି ଆପେ ଆପେଜାଣି ନି ଜମାରୁ।କେତେ ନିଦ୍ରାରେ କିଏପଚାରି ନାହାନ୍ତି କାହାକୁସ୍ୱପ୍ନ ସବୁ ଭୁଲି କହିନାହାନ୍ତି ସଂଚାର ଉପରେ।ପାଇ ନାହାନ୍ତି ବି କୋଉଠିଜ୍ଞାନ ବିଜ୍ଞାନ ଅଜ୍ଞାନ ସଂଜ୍ଞାତଥାପି ଯାଇଛନ୍ତି ବିସ୍ତରିଏଇଠୁ, ନାଇଁ ଜଣା କୋଉଯାଏ।ତପୋବନ, ଟିଟିଲାଗଡ, ବଲାଙ୍ଗିର07/02/2020
ସୁନ୍ଦରରେ ଅଛି କଣ?
ଆମେ ଏଠି ସବୁ ସୁନ୍ଦରତା ଭିତରେ,ଆଉ ଫୁଟିଉଠୁଛୁଁ ଆହୁରି ଆହୁରିସୁନ୍ଦର ହୋଇ ଏଠାରେ ।ଅଭାବ ନାହିଁ କିଛି ଆମ ପାଖରେ,ଆଉ ଆମେ ସବୁ ସୁଖ, ସବୁ ଐଶ୍ଵର୍ଯ୍ୟ ଧରିଯାଉଛୁଁ ଆଗେଇ ଅମୃତମୟ ରାସ୍ତାରେ ।
We are here
In the right order.We are toRecognize love,Original teacher.We are to live lifeIn concluded peace.Truth is thereFor us. So alsoWe are hereFor truth.Let us stay blessedWith all lights.
ବହୁତ ଦିନରୁ
ତିନିକୋଣିଆ ଛକ।ବହୁତ ଦିନରୁଗଲାଣି ହଜିଚିଠି ସହିତ ଠିକଣା।ଥଣ୍ଡା ହେଉ କି ଗରମସବୁଠୁ ଆଗରେ ପ୍ରେମ।ପାଣି ଆଉ ପବନ ଉଭୟେଜୀବନ ପାଇଁ ଏବେ ଭୁଲିସବୁ ସବୁ ସଂକ୍ରମଣ ।ସୂଚନା ଅନୁଯାୟୀପଂଜିକରଣ ଜରୁରୀଦୂରେଇଦେବାକୁ ମହାମାରୀ ।ଅତ୍ୟାବଶ୍ୟକ ହେଉଛିଘର ଭିତରେ ରହିବାକ୍ୱାରେନଟାଇନରେ।
ବୁଝିବ ଭାଷା
ପ୍ରେମର ଅନନ୍ତ ଆଲୁଅଛବିମୟ ସମୟ।ନଈର ନୀରଶବ୍ଦ କଠୋର।ଅଙ୍ଗ ଅଙ୍ଗରେ ଅଭିଷେକଅମୃତ ଅନେକ।ଜୀବନ ଅବଧିପ୍ରଭାତ ସ୍ଥିତି।ଜହ୍ନ ଜହ୍ନ ସ୍ୱପ୍ନଜୀବନ ଜୀବନ।