You are there
In all colors
And with
All beauty.
I am with you,
In sunlight
And in the moonlight.
You are the gift,
Gift of truth.
The truth is there,
Where there is love,
In the life that is full.
Similar Posts
Most valuable ornament –
Rightly said.The back-biter,The bigger sinnerAgain said.To love others,Most important qualityAs we know.To feel richNo wealth is requiredBut knowledge.
ଭଲ ଦିନ
ଏତେ ଦୁୁର୍ବଳ ମୁଁଆଉ ମୋର ସ୍ମରଣ ଶକ୍ତି!ରଙ୍ଗ ଧରୁ ନି କିଛିମିଠା କି ଖଠା ସ୍ୱାଦ ବାରୁ ନିସ୍ୱର ଶବ୍ଦ ନାଇଁ।ଗଙ୍ଗା ଯମୁନା ସରସ୍ୱତୀପାଖରେ ନାଇଁଶୀତ ଖରା ନାଇଁଫୁଲଫଳ ନାଇଁ।ମେଘ ଖରାରଛପାଛପି ଖେଳବହୁତ ହେଲାଣି।ଆସି ନି ଏ ଯାଏଗୋଟିଏ ବି ଭଲ ଦିନ।ଛୋଟ ବଡଖସି ଯାଇଛି ସବୁ ପାଖରୁଗୋଟିଏ ବି ଏ ଯାଏହୋଇ ନି ଲକ୍ଷ୍ୟ ପୂରଣ।ତପୋବନ, ଟିଟିଲାଗଡ, ବଲାଙ୍ଗୀର03/08/2020
It stands there
With stars.It sits hereWith meSee dear.On mountainIt runs.In seaIt drinks.The elephant hasIts own right strength.And it is closed toMy hearts clear.
ଆଖି ।
ଆଖି ବଦଳରେ କିନ୍ତୁଆବଶ୍ୟକ ନାହିଁ ଆଖି ।ଆଖି ।କାହାର କେମିତି ଆଖିକହିବାକୁ କି ଶୁଣିବାକୁନାହାନ୍ତି କେହି ।ଆଖି ।ସବୁବେଳେ ସୁନ୍ଦରଏମିତି ମାନେ ନାହିଁ ।ଆଖି ।ଯୁଆଡକୁ ଯେମିତି ଚାହିଁଲେ ବିଉଦ୍ଦେଶ୍ୟ ଯାଉଛି ଧରାପଡି ।ଆଖି ।ଅପରିହାର୍ଯ୍ୟ ଜୀବନ ପାଇଁ ।
ନୂଆ ସହିତ
ବଢୁ ଆଗକୁ ଆହୁରି ।ଆହୁରି ବଉଳର ବାସ୍ନା ଛୁଟୁ ।ଆହୁରି ଆକାଶ ମତୁଆଲା ହୋଇନାଚୁ ଅଗଣାରେ ମୋର ତୁମର ।ତୁମେ ଆହୁରି ଆସ ପାଖେଇ,ପାଖ ପାଖ ହୋଇ ମୁଁ ଆହୁରିଚିହ୍ନେ ଜାଣେ ତୁମକୁ ।ଆଉ ତୁମେ କଥାରେ ଲଥା ମିଶାଇମାହୋଲକୁ ରଖିଥାଅ ଗରମ କରିଯେମିତି ଜଣାଯିବ କିଏ କେତେକର ।ଜଣା ପଡୁ ସଭିଙ୍କୁ କେତେ ଭିତରେ ବରଫଆଉ କେତେ ଉପରେ ନିଆଁ ।
ସତରେ ଅଛି
ଅଛି କି ମୁଁ?ସତରେ ଅଛି!ତପୋବନ, ଟିଟିଲାଗଡ,ବଲାଙ୍ଗୀର10/10/2020In English;Am I really hereGajanan MishraAm I here?Am I really here!Tapobana, Titilagarh, Balangir10/10/2020