Satyare premare.
In Odia lipi or Brahmi script;
ମୋ ଯୋଜନା ତୁମ ଯୋଜନା
ଆଉ ଆମେ ସଫଳ
ସତ୍ୟରେ ପ୍ରେମରେ ।
This is a translation of the poem
I Plan, You Plan
by
Gajanan Mishra
Similar Posts
Just a human being,
I want nothing,Nothing more thanLife and life needsNothing justSome water, air, light.Life is on this earth,And the roof is the sky.Life needs some love,Compassion andSome renunciation.I am just a human being andIn the process of self-realization.
ବାନର
ମୁଁ ତ ପାହାଡ ପର୍ବତ ଜଙ୍ଗଲରେ,ଗଛଡାଳରେ ରହିବା ଲୋକ,ଯାଉଥିଲି କିଆଁ ସମୁଦ୍ରଆଡିକି?ଗଲି ତ ଗଲି,ସମୁଦ୍ରକୂଳର କୋଳିକିକରୁଥିଲି କିଆଁ ଲୋଭ?ଲୋଭ କଲି, ଖାଇଲି,ଖାଇଲି ତ ଖାଇଲି,କୁମ୍ଭୀରକୁ ଦେଉଥିଲି କିଆଁ?ଦେଲି ତ ଦେଲି,କୁମ୍ଭୀରଟାକୁ ବିଶ୍ୱାସକରି ତା ପିଠିରେବସୁଥିଲି କିଆଁ?ବସିକରି ସମୁଦ୍ରବୁଲିବି ବୋଲି ଭାବିଲି କିଆଁ?କୁମ୍ଭୀର ଖାଉଥିବାବେଳେବୋହି ଆସୁଥିବା ପାଣିକୁଲୁହ ବୋଲି ଧରି ନେଇକାନ୍ଦୁଛି ବୋଲି ଭାବିଲି କିଆଁ?ଭାବିଲି ତ ଭାବିଲି,ପାରିଲି ନି ଜାଣି,ମୋର କଲିଜା ଉପରେପଡିଛି ସେଇ କୁମ୍ଭୀରରଗଦ୍ଦାରୀ ଆଖି ।କିନ୍ତୁ ମୁଁ ଯେ ବାନର,ମୋ ଇଚ୍ଛାସୁଖେ ଡାଳରୁ ଡାଳବୁଲିବା…
ଶବ୍ଦରେ ଶବ୍ଦରେ ଏତେ କଥା,
ଆଉ ଯଦି ନ କହିହେଲାକି ଲାଭ ଶବ୍ଦ ଥାଇ କି ନ ଥାଇ ।କୋଉ ଶବ୍ଦ କୋଉ ଭାଷାକାହାର କେତେବେଳେଖାଲି ଅଛି ଦେଖିବାକୁ ଏଠାରେ ।କିଏ ଦେଖିଲା ପୁଣି କାହାକୁଆଉ କେତେବେଳେ କଣ ପାଇଁ,ସବୁ ସବୁ କାର୍ଯ୍ୟ ତୋଉଳିଲାବେଳକୁଭାରି ପଡୁଛି ମାଟି ଯାକ ଆଉଚୁପ୍ ଚାପ୍ ହେଉଛି ଯିବାକୁ ଏଠୁ ।
Swachha raha,
Aarambharu sesha jaejane mu sabu.Nu achhi sabuthiA pariki tuma bhitare.Satyare raha,Khusire raha.Kara ni chinta kichhiku.Mu achhiSabu samasyara samadhana pain.In odia lipi or Brahmi script;ସ୍ଵଚ୍ଛ ରହ, କର ନିଠକାମି ଦୟାକରି ।ଆରମ୍ଭରୁ ଶେଷଯାଏଜାଣେ ମୁଁ ସବୁ ।ମୁଁ ଅଛି ସବୁଠିଏପରିକି ତୁମ ଭିତରେ ବି ।ସତ୍ୟରେ ରହ,ଖୁସିରେ ରହ ।କର ନି ଚିନ୍ତାକିଛିକୁ ।ମୁଁ ଅଛିସବୁ ସମସ୍ୟାରସମାଧାନ ପାଇଁ ।This is a translation of the poemNo…
ହାତୀକୁ ଆଉ କୁକୁରକୁ କହିବି କେମିତି
ଆକାଶରୁ ଖସି ପଡୁଥିବା ତାରାକୁ କହିବି କିବାସି ଯାଉଥିବା ସୁନ୍ଦର ଫୁଲ!ଥାଉ, ନୁହଁ ମୁଁ କାଲ।
No self-control
So alsoBlazing fireSo frightfulWithin you.I am terror-struck,With Red and blue skyAnd large flaming eyes.The world, multi-coloured,With rivers andWarriors.