No traffic
No backbiting
But go on
With flashlight.
Push on
And never off.
No pause
But straight.
Rise and show
Your own.
With flowers
And fruits crown.
Similar Posts
One life
And at this hourWe are to searchWhere water links.I am clearI have to touchThe sky as aboveCrossing the boundaryOf the self.I can liveBoth right and left.I can encounter myselfWith greater interest.
Let there be complete
In my state.Let no man suffersFrom thirst, hunger,Diseases.Let all utterTheir mother languageFreely and get every letterIn their languageFrom the authority.Let them pray beforeTheir respective godsIn their own lifestyle.Let there be no disable,No destitute, no underprivileged.Let my state be aHealthy one in all respects.
Experimental measurement
Who is beyond all!Do not be jealousOf the father.Hear the wordsWith attention,Without envy.
1.
ଆଉ ୟାର ମୂଳରେଖାଲି ପ୍ରେମ ।ପ୍ରେମର ଜୀବନରେଶୋଭାପାଏ ସତ୍ୟ ।ଆଉ ସତ୍ୟରେହେଉଥାଏ ସୂର୍ଯୋଦୟ ।2.ସତ୍ୟରେ ସୂର୍ଯୋଦୟସତ୍ୟରେ ପ୍ରେମଜୀବନ ସତ୍ୟ ।3.ମତେ ଭଲ ଲାଗେ ନାହିଁକେହିଜଣେ ତୁମ ସାଙ୍ଗଆଉ ଅନ୍ୟ କେହିଜଣେତୁମ ଶତ୍ରୁକାରଣ ମୋ କବିତାଦର୍ଶନରେ ନାହିଁ ।ବନ୍ଧୁ ଆଉ ଶତ୍ରୁସୃଷ୍ଟି ପାଇଁ ମୋଠିସମୟ ନାହିଁ ।ମୁଁ ଜାଣେ ପ୍ରତ୍ୟେକସତ୍ୟର ଅଂଶ ଆଉତାହା ପ୍ରେମ ।
ଠାଏ କହିଥିଲି
ଉଭୟେ ମୋର ପ୍ରିୟ ।ମଲ୍ଲୀକୁ ପାଏମୃତ୍ୟୁକୁ ପାଏ ନା ।ଏବେ କିନ୍ତୁପ୍ରତି ମୁହୂର୍ତ ମୃତ୍ୟୁଦେଖାଉଛି କରାଳରୂପମଲ୍ଲୀର ବେଶରେ ।ମଲ୍ଲୀ ଆଉ ମୃତ୍ୟୁଉଭୟେ ଜାଣି ରଖନ୍ତୁ-ଦାୟ ରାୟ କିଛି ନାହିଁ ମୋର,ମୁଁ କାହାର ଖାଏ ନା କି ପିଏ ନାଶକ୍ତି ନାହିଁ କାହାଠି କଣ କରିବେ ମନା ।