Similar Posts
1
All even and odd.Beauteous lifeWith birds unite.More thinkingMore harmonizingMore learning.In between nightAnd days, eveningAnd morning.Virtue – allGrow deep and callFrom insideFragrant sight.2Both love and joyCome together,Both see the worldIn colorful eyes.And hereLife is the shooting starFine and fair.From time to timeThey all appearFor all creatures.To know themIs to live in peaceAnd with allHappiness.
Here all fair
Let me shareAnd connectAnd take care.Sweet blossomSweet birdComing closerI find clouds-bars.Think never lifeHeaps of bonesAnd hair.Go never withDespair.
ଛାଡୁଛେ ରଡି ଖରା,
କେନଲକେ ପାଏବ ଛଏଁରା ।ରହ ରହ ଦେଖମି ଦେଖମି ବଲୁଛେ,ସଜ ପାଏଲେ ଘିଚି ନେବା ହେଥିରକାଜେଖୁଟାଗାଡଲା ବାଗିର ବାଟ ଛେକିଛେ ।କାହିଁ ପାଏବ ପାଏନ ଢୁକେ ପିମି ବଏଲେନଏଦନାଲା କଟା ଆରୁକେଁ ତୁମର ଲାଗି ଅଛେ?ଇ ବୁଆ, ଘରେ ନେଇଁ ନ ଭାତ୍ଭାଟିଥୁ ପି ଦେଇକରି ମାଏଝିକେହୁଁଧଡୁ ମାରୁଛେ ଲାତ୍ ।ଏ ବୁଆ, କିଏ ଅଛ କେନ, ଆସ ନ,ଇ ଦିହିପରେ ଭୋକ୍ ସୋଲ୍ ମାରିନେବା କେଁ ନ,ଜୁଏହୁଲା ବାଗିର୍ ଇ ଖରା ଘାଏ ଘାଏ ମାରଲା…
Each one is with
And neverWith self- confidence.Each one is dazedAnd confusedAnd each one is beforeA cracked mirror of time.
ବୁଝିଲେ ହେଲା
କୋଉଠୁ କିଏ ବାହାରିଲାକିଏ ଜାଣିଲା!ବହୁତ ରିସ୍ତା ଆଉ ରାସ୍ତାପବନ ପାଣି ଦେବତା।କ୍ରିୟାକର୍ମ ଆଦାନପ୍ରଦାନସଂପର୍କ ସଙ୍ଗେ ଭ୍ରମ।ହେଉ ନ ହେଉଭାଙ୍ଗି ଦେଖାଅ ବରଫଳକୁ।ଗୋଡିମାଟି ଶୁଦ୍ଧବୁଦ୍ଧଗଲା ଗଲାବେଳକୁ ପଚାର।
ବହୁତ ଦିନରୁ
ତିନିକୋଣିଆ ଛକ।ବହୁତ ଦିନରୁଗଲାଣି ହଜିଚିଠି ସହିତ ଠିକଣା।ଥଣ୍ଡା ହେଉ କି ଗରମସବୁଠୁ ଆଗରେ ପ୍ରେମ।ପାଣି ଆଉ ପବନ ଉଭୟେଜୀବନ ପାଇଁ ଏବେ ଭୁଲିସବୁ ସବୁ ସଂକ୍ରମଣ ।ସୂଚନା ଅନୁଯାୟୀପଂଜିକରଣ ଜରୁରୀଦୂରେଇଦେବାକୁ ମହାମାରୀ ।ଅତ୍ୟାବଶ୍ୟକ ହେଉଛିଘର ଭିତରେ ରହିବାକ୍ୱାରେନଟାଇନରେ।