Here.
Above and below
For us
Peace stored.
Death of peace –
War.
Similar Posts
ଆଉ କୋଉଠି କଣ
ଗୋଟେ ମାଟିରେଗୋଟେ ଆକାଶରେଆରେକ ପାଇଁଆଉ କୋଉଠି କଣଚାହାଁଚୁହିଁ ସମସ୍ତେୟା ତା ମୁହଁ।ଜଣେ ଦିଜଣ ପାଇଁସମଗ୍ର ଜଗତଟାଏତେ ହନ୍ତସନ୍ତ!ଆରେ ହେପିଜା କଥା ଛାଡଆରିସା କାକରା କହ!ଗଧିଆ ହେଉଛି ଭୂତଆଉ ଭୂତ ଗଧିଆ।ତପୋବନ,ଟିଟିଲାଗଡ,ବଲାଙ୍ଗୀର06/03/2020
When I have seen you, dear, means,
All have their existence within you.
True love –
Ever fresh andExtremely rare.Loveliness-The only abode ofBeauty, fameAnd opulence.Let life goWith true love,The only truthOf this world.
Let me clear
Life’s respite.Let me clearEverything is over-As said earlier.And true –We are related toEach otherIn every respect.And who are we dear?No answer from anyoneThere or here andNothing is clear.
I love you
You can extinguishAll light here.I love youBut that does not meanYou poison the airAnd the water here.I love youBut that does not meanYou imprison allBy whimsical power.I love you with a hopeYou may forget and forgive allAnd enable each one toLive with freedom and dignity.
1.
ବିଲୁଆ ପରି ହୁକେ ହୋ,ବିଲେଇ ପରି ମିଁ କଲେଜାରଜ ନୁହଁ ତ ଆଉ କଣ?2.ପାରୁ ନ ଜାଣି ଯଦିକୁଆଡୁ କୁଆଡକୁଯାଉଛି କି ଆସୁଛିଏଇ ପବନକିଏ କରିବ କଣ?ବିଷ ପିଇ ପ୍ରତ୍ୟହକହୁଛ ମରୁ ନି ଦେଖମୂର୍ଖ କଣ ଆଉ ଫଳନ୍ତିଗଛରେ କହୁଛି ତମୋ ନାତୁଣୀ ଅସୁବିଧା କଣ?ବିନା ମା ରେକିଏ ପାରିଛି କି ବଂଚି?ବିନା ନାଁ ରେଅଛି କି କାହାର ପରିଚିତି?3.ଆଇନର ଉର୍ଦ୍ଧ୍ଵରେ କିଏ?ବିଚାରପତି? ଓକିଲ?ମନ୍ତ୍ରୀ? ଆଇନ ପ୍ରଣୟନକାରୀ?