Manerakha-
Rajya srustira mula utsa heuchhi bhasha.
Ae rajyara pratyekara moulika heuchhi bhasha.
Bhasha nahin ta rajya nahin.
Rajya nahin artha tume seva deba pain jaga nahin.
AAu tumar nebaku kichhim nahin.
Tumar kichhi kahibara nahin.
Katha hebaku tuma pakhare bandhu nahanti.
Tume kichhi nuhan,
Tuma pakhare kehi nahanti aau tume
Maribaku jauchha.
In OPdia lipi or Brahmi script;
ଚରମ ପତ୍ର
ରାଜ୍ୟର ଭାଷା କର ବ୍ୟବହାର
ନ ହେଲେ ହୁଅ ଧ୍ଵଂସ ।
ମନେରଖ-
ରାଜ୍ୟ ସୃଷ୍ଟିର ମୂଲ ଉତ୍ସ
ହେଉଛି ଭାଷା ।
ଏ ରାଜ୍ୟର ପ୍ରତ୍ୟେକର
ମୌଳିକ ହେଉଛି ଭାଷା ।
ଭାଷା ନାହିଁ ତ ରାଜ୍ୟ ନାହିଁ ।
ରାଜ୍ୟ ନାହିଁ ଅର୍ଥ
ତୁମେ ସେବା ଦେବା ଜାଗା ନାହିଁ ।
ଆଉ ତୁମର ନେବାକୁ କିଛି ନାହିଁ ।
ତୁମର କିଛି କହିବାକୁ ନାହିଁ ।
କଥା ହେବାକୁ ତୁମ ପାଖରେ ବନ୍ଧୁ ନାହାନ୍ତି ।
ତୁମେ କିଛି ନୁହଁ ।
ତୁମ ପାଖରେ କେହି ନାହାନ୍ତି
ଆଉ ତୁମେ ଯାଉଛ ମରିବାକୁ ।
This is a translation of the poem
Ultimatum
by
Gajanan Mishra

Similar Posts

Leave a Reply

Your email address will not be published. Required fields are marked *