Keep a distance from both.
Similar Posts
Opportunities are there to
And we are to explore it allThrough new technology in aSystematic way with love andTruth in this world of light.
ଅମୃତ ଅମୃତ
କୋଉଠିକି ଯିବା?କାହାକୁ କଣ ପଚାରିବା?ଅଛି ଏଠି କୋଉଠିଯିବା ସ୍ଥାନ?ଜାଣିବା ଜ୍ଞାନ? ?ଆସିଲା ଝଲକାଏ ପବନଉଡେଇ କରିଦେଲାସବୁ ସମାନ।ଆସିଲା ଅସରାଏ ବର୍ଷାପୁଣି ଗଜୁରେଇବାକୁଜୀବନ ଜୀବନ।ଆରେ ଏ ମନ!ତୋର ତୁ ଥାଏଠି ସ୍ଥିର।ତୋ ପାଇଁ ଇସବୁ ଏଠିଆଲୁଅ ଆଉସବୁ ଅନ୍ଧାର ।ଅନ୍ଧାର ଆଉ ଆଲୁଅ ଭିତରେଅଛିରେ ଅମୃତଖୋଜୁ ଥା ଖୋଛୁ ଥାଜଙ୍ଗଲ ଜଙ୍ଗଲ!ଆଉ ଅମୃତ ଅମୃତବୋଲି ବୋଲିପବିତ୍ର କରୁ ଥାସଭିଙ୍କୁ ସବୁକୁ।ତପୋବନ, ଟିଟିଲାଗଡ, ବଲାଙ୍ଗିର23/11/2019
ଭୁକାଶୁସା ଉଡିସା
କହୁଥିଲା ମୋର ଜିଜିମା,ଭାଗିଆଏଲୁଁରେ ପୁଓବାଂଚିଗଲୁଁ।ଉଚକିପୁଚକି ଦଉଥିଲେହେଲକେ ଆମକେ।କରବେ ସଭୁ ଅନିଏଆରୁ ଖାପି ଦେବେ ତମକେ।ତାରବୁହା ନେଇଁ ବାଂଚ,ଦଜାଧରମ କିଛୁ ନେଇଁ ପ।ହେ ଟୁରେକର୍ ନୁଭାଗିଆଏଲାକେମୁନୁସମାକର ହେଲନେଇଁ ତ ଚାଟି ଜେଇ ଥିତ!କଏଲଜା ଘିଚି ନେବାର ଲୋକହେମାନେ ସଭେଖଟପିଲାରନୁ ପେଟପିଲାତକ୍।ତପୋବନ, ଟିଟିଲାଗଡ, ବଲାଙ୍ଗିର17/10/2019
Wild forest fire – desire,
Please go not there.
In stature
Try to maintain itFor good.You are stationed hereMeans some good actionsAre waiting forYour command, men.
Awareness and
That go together.Energy illusory,Nothing manifestedAnd in true approachLife dazzledBeyond the horizon.