Big and heavy you are to do,
But colour all happy and full.
Go left go right and remember
Life is never miserable.
Warm your time with no crime
And enjoy in full all prime.
Similar Posts
Challenges are many
And here at this timeAll are watching us.While facing the challengesTry to avoid injuries.Life is very competitiveYou know I know.
Let my speech describe the truth,
Let my mind remember the truth,Let my ears listen to the truthSanctifying the life.Let my head bow downBefore the truth,Let my eyes see alwaysThe truth.The truth is this life,Let life flourish with the truth.The truth is always peaceful,I know the truth is thereWithin all good.
You made me cry,
No one can make meGo with himIf I don’t want to.You made me waitOn this earth here,But why?Somewhere I feelSome trouble,Horrible!And hereI am badly injured,But why?
Here there were
Now mountains are here.
ସମସ୍ତଙ୍କ ସମ୍ମୁଖରେ
ସମସ୍ୟା ହେଲା କହିବାସିଧାସଳଖ, ସତ୍ୟ ହେଉ କି ମିଛ!ନାଟକକୁ ନାଟକ ଜାଗାରେରଖିଦେବା ନୁହଁ ସମସ୍ୟା।ଆରେ ବାବା, ଦିନରେ ହେଉ କିରାତିରେ ସେମିତି ମିଟମିଟଉଥିବେ ତାରା।ଆଉ ଆମେ ସବୁ ଘୂରି ଘୂରିଅଛେ ଯୋଉଠି ସେଇଠି ଇ ଥିବା!ଆବଶ୍ୟକ ନାଇଁ ରଡିଦେଇଅସ୍ତିତ୍ବ ଜାହିର କରିବା ସମସ୍ତଙ୍କ ସମ୍ମୁଖରେ।ଯାହା ଯେମିତି ତାହା ସେମିତି ଆଉତାକୁ ନେଇ ଏତେ କଣ ହଇହଲ୍ଲା ହଟହଟା।ତପୋବନ,ଟିଟିଲାଗଡ, ବଲାଙ୍ଗୀର19/09/2020
ମାୟା
ସମୁଦ୍ର ଆଉ ଆକାଶରମାୟା, ଆଉ ମାୟା ରଖେବନ୍ଦୀକରି ତୁମକୁ ମତେ।କହିପାର ତୁମେ କିଏଆଉ କେମିତି ପୁଣିଯା ଆସ କର କୋଉଠୁକୋଉଠିକୁ କେମିତି।କହିବିମୂଲ୍ୟ ନାଇଁ କିଛିସବୁ ମାୟା।ମାୟା ସବୁଦୁଃଖ ଆଉ ଆନନ୍ଦ।ମାୟା ସବୁଜୀବନ ଜଂଜାଲ।ମାୟା ସବୁପବନ ଆଉ ଜୁଆର।ମାୟା ସବୁନଈ ଆଉ ପାହାଡ।ଆଉ ଆଉ ଭିତରେଆମର ସକାଳ ସଂଜ।ତୁମେନ ବୁଝୁଛ ନୁହେଁ।ତଥାପି ତଳ ଉପରରଙ୍ଗରୂପ ଭିତରେକିଏ କୋଉଠି କେତେବେଳେଜଣା ନାଇଁ କାହାକୁ।ପ୍ରିୟପରିଜନ ଭାଇବାପବନ୍ଧୁ ସୁହୃଦ ସଭିଏଁଯେ ଯାହାର ସ୍ୱାର୍ଥରେ ବ୍ୟସ୍ତ।ମାୟା, ମାୟା, ମାୟା,ରହ, ଧୈର୍ଯ୍ଯ ଧରଖବର ମିଳିଯିବ ବଳେଗଣତି…