No one can make me
Go with him
If I don’t want to.
You made me wait
On this earth here,
But why?
Somewhere I feel
Some trouble,
Horrible!
And here
I am badly injured,
But why?
Similar Posts
I must say
In truth.And beautyIs in the truth.But the truthMay not be beautiful.Life is all good,And I must sayGo on proper wayTo enjoy life.In so many different ways,One can see and enjoyAnd satiate himself.
ଆପଣ କବିତା ଲେଖନ୍ତୁ
କଣ ଥିଲା ଭିତିରି ଉଦ୍ଦେଶ୍ଯପାରିଲି ନି ବୁଝି।ଛାଡିଦେଲି ଲେଖିବା।ଆଉ କବିତା ଆସିଲାମତେ ଇ ଲେଖି ଚାଲିଲା।ହେଲା କି ନ ହେଲାଏ ପଶୁମାନେ ବୁଝିବେ କଣ!କହିଥିଲା ଯିଏସିଏ ମଲା।ଦୁଆର ପଡିଲା।ଆଉ ଉଭା ଥିଲା ଯିଏକୌଣସି ପ୍ରକାରରନ ଥିଲା ସଂପର୍କ।କରନ୍ତା କିଏ ତର୍କ ବିତର୍କ!ତପୋବନ, ଟିଟିଲାଗଡ, ବଲାଙ୍ଗୀର18/10/2020
True way
To all.Let us takeWorldviewsBut not at the costOf the self.No issueNo hypocrisyNo society.Life itselfIs all inclusive.Inside andAlso outside.
ନୀରବତା
ବେଳେବେଳେ ଘୋଟିଆସେବିପଦ ନୀରବତା ପାଇଁ ।ଆଉ ବେଳେବେଳେନୀରବତା ଇ କରିଦିଏସବୁ ସମାଧାନ।ସାବଧାନ!ତପୋବନ, ଟିଟିଲାଗଡ, ବଲାଙ୍ଗିର22/01/2020
ତୁମକୁ ଜାଣିଲାପରେ ଲାଗିଲା
ସତରେ କଣ ତୁମକୁ ଜାଣିଲି,ଜାଣି ପାରିଲି? ?ଆଉ ନାଇଁ ତହୋ ହଲ୍ଲା ହଣାକଟାରେସାରିଲି କିଆଁ ସମୟ!ନା, କରି ନାଇଁ କେବେତୁମକୁ ଜାଣିବାର ଚେଷ୍ଟା ବି।ଦେଖି ନି କେବେ ଆଲୁଅରଖିଅଟିଏ ବି ଏଇଠି କିଆଉ କୋଉଠି ।କି ଖୋଜି ନି ପ୍ରମାଣକିଏ ଲାଭ କଲା କି କଲା କ୍ଷତି!କେତେ କେତେ ଗ୍ରହନକ୍ଷତ୍ରକୋଉକୋଉଠି କେମିତି କେମିତିଚାଲବୁଲ କରୁଛନ୍ତି, କଣ ପାଇଁଏତେସେତେ ପ୍ରତିଯୋଗିତାରେଧଇଁସଇଁ କେହି ପଚାରିବାକୁ ନାଇଁ!ପବନ ଆଉ ପାଣିର ଖେଳରେସରେ ନା କିଛି କହିବାକୁଆସିଛି ଧାଇଁ। ଆଉ ତୁମେକଣ କିଛି…