A spoon tastes the Rssgulla! !
Similar Posts
Kaash aap
mujhe dekh paateJan bhi paatemein hoon kya,mein hoon kaun,hoon ya nehin,kaash aap mujhesun paatedekh paatesamajh paateYe duniyaPata nehin kya se kya ho jataMere liyeAap ke liyeHumare liyeHum sab ke liye.Subhas Chandra Chakra04.12.2017
ଏ ଜୀବନେ
ଅନ୍ତର ର ଶୁଖା ପଡିଥିବାଅନ୍ତହୀନ ବିରହ ସମୁଦ୍ରେଅଚାନକ ଜୁଆର ଆସିଲା,ଭରିଗଲା ଫୁଲେ ଫୁଲେଫଗୁଣ ର ରଙ୍ଗ,ଆସିଗଲା ସତେ ଅବାମୋ ଆତ୍ମା ର ଅନଙ୍ଗ ଭୂଇଁ ରେପ୍ରଣୟ ର ମେଘ,ଏବେ ସାରା ଆକାଶ ରେ ଆମକିଏ ଅବା ଭରି ଦେଲାମିଳନ ର ରଙ୍ଗ ।।
ଏ ଭିତରେ
ବିତିଲାଣିତୁମ ଗଲା ଦିନୁଁ…ନୂଆ ଏଇରୂପ ରଙ୍ଗ, ସ୍ପର୍ଶ..ଭୂଲାଉଛିପୂର୍ବ ଛବି ମନୁଁ..ଏବେ ଲାଗେତୁମେ ହିଁ ଆସିଛ,ମୋ ପାଖ କୁରୂପ ବଦଳାଇଖାଲି ଯାହାବଦଳିଛି ନାଆଁବାକି ସବୁଅଛି ଏକା ସେହି…
ଆଜି ପୁଣି ପୂର୍ଣିମା ରେ
ପାଖ ରେ ପାଇଲି,ମୋ ଆଖି ରେ ଲୁହ ଜମାରୋକି ହେଲା ନାହିଁ –ଅନ୍ତର ର କୋହ ତକନିଗାଡିଲା ଯାଏ-ତୁମ ପ୍ରତିଚ୍ଛବି ପାଶେବଖାଣି ବସିଲି ।।ଜାଣି ନାଇଁତୁମ ଆଖି ରେ ମୁଁସେମିତି ରହିଲିକି ଆଉ ପାଦେତଳ କୁ ଖସିଲି ! !
ତମେ ଏବେ
ଗୋଟା ପୁଣିସଂପୂର୍ଣ ମୋହର ।।ତମ ସାରାମନ- ଦେହ – ଆତ୍ମାର ଉପରେମୋ ର ଅଧିକାର ।।ଆସ ଆଜିଶୀଘ୍ର ବିଛଣା କୁସପନରେ,ବାକି କଥା ହେବା,ପୁରୁଣା ସେବରଷ ର ସବୁ ତିକ୍ତଅନୁଭୁତି,ଚାଲ ଭୂଲିଯିବା ।।
ଆଜି ଯେତେ ହେଉଛି ବିବ୍ରତ
ଦେଖିନେବା ପାଇଁ,ସେତିକି ବ୍ୟଗ୍ରତା ରହିଥିବଯଦି କେବେ ତୁମ ଇଚ୍ଛା ହୁଏଦୂରେ ଯିବା ପାଇଁ ।।ତମେ ଯଦି ଖାଲି ଥରେ କୁହଆସନାହିଁ, ଆଉ ମୋତେ ବିବ୍ରତ କରନି,ମୋତେ ଛୁଅଁ ନାହିଁରାଣ ଖାଇ କହୁଛି ମୋ ପ୍ରିୟା-ସେ ଦିନ ଠୁ, ଆଉ କେବେ ଏଇ ପୋଡାମୁହଁଦେଖାଇବି ନାହିଁ ।।