In the fire of
This world.
And the fire,
In me,
And I love it
For all welfare.
The perception
And identity
All one and same
In me and outside.
Similar Posts
ଶେଷ ବୋଲି
ଅଛି କି କଣ କୋଉଠିଶେଷ ବୋଲି!ଜାଣି ନି କହିଲି।କହିଲ ଯାହାକୁ ଦୁଃଖଆରବ ସାଗର କୂଳରେଛାଡି ଆସିଲିଦେଖି ପାର ଯାଇ।ଚକଚକିଆ ଏଇଟା ସୁନାଜମାରୁ କହି ନି।ଭରସା ନାଇଁ ସେମିତିସୁନାରେ ମୋର।ଅଛି ଯୋଉଠି ଅଛିନାଇଁ ବୋଲିକହିବା ଲୋକ ଅଛିଏ କଥା ନାଇଁ।ଅଯଥା ଟଣାଓଟରାରେକଣ ଅଛି କି?ତପୋବନ, ଟିଟିଲାଗଡ, ବଲାଙ୍ଗିର23/01/2020
କବିତା ଲେଖୁଥିବା କାହାକୁ ନା କାହାକୁ
ଲେଖୁଛ ଯଦି ଲେଖ, ଲେଖିଚାଲ କବିତା ।ଲେଖୁଛି କବିତା କୁହ ନା।ଲେଖୁଛ ଯଦି ଲେଖ, ଲେଖିଚାଲ କବିତା ।କବିତାକୁ ଦେଖାଇ ଆଦାୟ କର ନା କିଛି ।କବିତା ନୁହଁ ତୁମର ପ୍ରିୟ କବି,ତୁମେ କବିତାର ନୁହଁ କେହି ।ଗାଏମୋଟ ତୁମେ ଇ କବିତା,କବିତା – ସସାଗରା ଧରାସୂର୍ଯ୍ୟ ଚନ୍ଦ୍ର ତାରା।ଭିତରେ ବାହାରେସଂସାର ପସରା, ପ୍ରିୟ କବି,ଭଙ୍ଗା ମନ୍ଦିରର ପଥରପାରା।ଦେଖୁଥାଅ ଜାଣୁଥାଅ ବୁଝୁଥାଅ,ପ୍ରିୟ କବି, ଶବ୍ଦରେ ଶବ୍ଦରେ ଆଲୁଅଝରା।ତପୋବନ, ଟିଟିଲାଗଡ, ବଲାଙ୍ଗିର16/10/2019
ଆଉ ଆଉ କଥା ସବୁ
ସେ ଯାଏ ଅଛି ମୁଁ,ସେ ଯାଏ ଅଛ ତୁମେ ।ପବନ ପାଣି ଆଲୁଅମାଟି ଆଉ ଆକାଶଆଉ ଆଉ ସବୁ କଥାରହିଛି ପାଖରେ ଆମର ।ଆମେ ସବୁ ଯିଏଆମରି ପାଖରେ ସବୁ ସମୟଉଖାରିନିଖାରି ଅଛି ଦେଖିବାର ।ଆମେ ସବୁ ଯିଏଯାଉଛୁଁ ଛୁଟି ଆଗକୁସବୁ ସୁଯୋଗ କରି ଉପଭୋଗ ।
My best wishes
On this occasion ofRath Yatra.Good time aheadLet us proceed forwardAnd never backward.All lifeAll journeyThrough this body – rath.
You hardly know
Where I am andWhat I am for you.Yet you tellWhat you likeIn the wordsThat are not yours.And I listen to youFor your satisfactionWithout any objectionTo enable you to touch perfection.
Binaa dehare
Mu banchibaaku chahenBiona dehare.BanchibakuDeha darkar nahin,Mu anubhav karen.Mo anubhavaBanchiba tulyaGurutwapurna.Mu jantranaaPaibaaku chahen na,Jane, dehaHeuchhi kaarana.This is a translation of the poemBody-CausebyGajanan Mishra