Talking about
Life!
Life is
So nice!
Stay confident
Stay artistic.
Similar Posts
Onward and upwards,
Everywhere and I seeAll that are here andAlso that are not here.I know the originalityOf all things here,I feel the loveAnd I recognizeThe truth here.I am here andI am also there,With the starThat is fixed.
1
ଗଜାନନ ମିଶ୍ର‘ସ୍ୱର୍ଗେ ସିନା ବାସ ତାଙ୍କ ନୀଚ ମତିଗତି,ଦେବତାଏ ପର ଶିରୀ ଦେଖି ନ ପାରନ୍ତି’ୟା ପରେ ରହିଛି କଣ କହିବାକୁମତେ ନାଇଁ ଜଣା।ଯଦି କହିବି କହିବେ ପରହିଂସୁକ।ଯଦି କହିବି କହିବେ ୟେ ସବୁଦଳିତ ସାହିତ୍ୟର ଅଂଶବିଶେଷ।ନ କହିଲେ ଛାତି ଫଟେଇମରିବା ସାର।ମଲେ କହିବେ ଗୁରୁ ଗୁରୁଜନଙ୍କୁବେଖାତିର ଫଳ।ଫଳ ମିଳେ ଏମିତିଏପଟୁ ପାହାର ସେପଟୁ ପାହାର,ଶଳା, ଜାତିଠୁ ବାହାର!କୋଉ ଜାତି କଥା କହୁଛି କିଏଯାଇ ପାରୁଛ ଯଦି ଯାଇ ପଚାର!ପଚାରିବ କାହାକୁ ହେଯେ ଯାହାର ଚୌହଦୀରେଚଉଦ ପା…
I want to distribute my happiness
The poets are not interested at allAny pleasure moment and told me,Go there please and leave us hereWhere we are with sorrows of poetry,But I find poetry is no wayRelated or concerned with anythingSo-called pleasure and pain.I told all I want nothing and yetThey are not taking interest andNot in a position to believe me.What…
1
ମଶା ମାଛି ପୋକଜୋକ ସାଲୁବାଲୁ ଏଠି ସେଠି।କରୋନା-କୋକୁଆ ନେଉଛି ବାଛି ବାଛି।ଥୟ ଧର, ଅନ୍ଧାରୁଆ ଘରୁ ବାହାରୁଛି ତଥାପି ଆଲୁଅ।2ଦେଖ ମତେ, ସତ କି ନୁହଁପରଖ।ତୁମ ମନଠୁ ମୋ ଗତି ଆହୁରି ତୀବ୍ର କି ନୁହଁ କହ।ଦୃଶ୍ୟ ନାହିଁ, ଦେଖି କହ ତଥାପି ଦେହର ରୂପ ଗତାଗତ ଏ ପଥ।ଉପମା ତର୍ଜମାଠୁ ଉପର।In English:1Only mud wherever you seeHere there insects flies mosquitoes.Korona-kokuaa taking away selected.Have patience,still light is coming out…
ମା ପାଖରେ ଆମେ
ମା ଠୁ ବଡ ଅଛି କି କିଏମା ଛାଡିଛି କି କାହାକୁ କେବେ ।ମା ମାଟି ଆଉ ମାତୃଭାଷାଛାଡିବି ଭାବିଲେ ଲୋକହସା ।ନରକ ନାହିଁ ସରଗ ଏକାଉପରକୁ ଯିବା ଭାଗ୍ୟ ଲେଖା ।ସବୁ ଅଛି ଏଠି ନାହିଁ ଅଭାବସୁଖ ଶାନ୍ତିର କରିବା ଠାବ ।ମରଣ ନାହିଁ ଅଛି ଜୀବନମା ଠି ଦେଖ ସବୁ ସୃଜନ ।ଚନ୍ଦନ ସୁମନ ମା ର କାମେବ୍ୟସ୍ତ ସଦା ମଙ୍ଗଳମୟ ବିଶ୍ଵଧାମେ.
Days are passing,
And years.But alas,I am in ignorance andLosing my balanceOf valuable life, andI am not able toTake all seriously.It is true, I amIn degraded consciousness.I am not able toUnderstand the truth,And I am unable toGet back my time,Unable to utilizeThe time properly.