Let each one remember this, right?
Similar Posts
କାରଣ ମୁଁ ଭଲ ପାଏଁ ଜୀବନ
ଛିନଛିତ୍ର ହୋଇଗଲା ଆକାଶ,ସାରେଗାମା ଗାଇଲା ସମୁଦ୍ର,ପବନର ଲହଡାରେ ନିଆଁ ନାଚିଲାବରଫଘରେ,ମାଟି ଭଲ ଜାଣିଲାପରେ।
I am searching myself
Till date with youI am living.And I know but I can’t expressThe things going on withinAnd outside here.Wait and observeThe stars above,Listen to the skyAnd all flies.Feel life betterWith clouds, I knowWhat are you.
ଯାହା ବି
ଆଉ କଲାବେଳେନ ଡାକି ପାରେଁ ବି ତୁମକୁ ।ତୁମେ ବ୍ୟସ୍ତ ବିବ୍ରତଜାଣେ ମୁଁ ।ବିନା ନାମରେ ବିଡାକିପାର ଏଠି କାହାକୁ ।କରିବା ନ କରିବା ଛାଡିମୁଁ ବାହାରିଯାଏଁ ଘରୁ ।ଆଉ ଘର ମତେ ନେଉଥାଏଆଉ କୁଆଡକୁ ।କୁଆଡୁ କୁଆଡେ ଯାଉ ଯାଉଭୁଲି ଯାଇଥାଏଁ ନିଜକୁ ।I can do anything,And while doingI may not call you.I know you areBusy and worried.You can call anyoneWithout name.I leave the house,Doing and…
1
ତିଆରି ସରିଲାକିନ୍ତୁ ଲଗା ଗଲା ନିକବାଟ ଝର୍କାଘରଟା ଥିଲାଠିଆ ମେଲା।ଦେଖିବାକୁ ଇଚ୍ଛା ଥିଲାଯୋଉଟା ଦିଶୁ ନ ଥିଲା।କାନ୍ଦ ବୋବାଳି ଭିତରେହଜୁଥିଲା ସତମିଛରରହସ୍ୟଘେର।ଗୁପ୍ତ ଆଡ୍ଡା ଆଉଦେଖିଲା କିଏ କାହାର!ଲୁହ ପୋଛୁ ଥିଲାକୁହୁଡିଭର୍ତ୍ତି ସକାଳ ପତର।2ଗୋଟିଏ ଗଛ,ଗୋଟିଏ ଗଛ ପାଇଁଯେତେ ଯାହା ଏଠି।ଗୋଟିଏ ଗଛ ପାଇଁଆମେ ସଭିଏଁ ଏକାଠି।ଗଛକୁଗଛ କହିଦେଇଛାଡିଦେଲେ ହେବ ନିଗଛ କରେ କଣଆଉ ଗଛ ନ ଥିଲେହୋଇଥାନ୍ତା କଣସବୁ ଆଲୋଚନାର ବିଷୟ।ଗଛକୁ ଗଛ ଜାଗାରେଛାଡିଦେଇ ଆଉ ଅନ୍ୟ କୁଆଡେହେବ ଯାଇ ଏମିତିଭାବନା ବି ନାଇଁ।
How can I know
But I know aboutMy world,That is not hellish.No one is sinful here,I am sure,All are going fromDarkness to light,I am confirmed.Heaven is here,And all are gettingNectar, my dear.You can stay with pleasure.
Black, not bad,
Liberation isThere in black,All bliss in black.Black isThe only truth.Black- the great,I love all black.