And when you think fit.
Everything is real,
Everything is right and effective.
Similar Posts
Not strong
My area, though.I am in illusion,And strength reduced.In the false understandingOf rotting atmosphereI am losing everything, though.I am not hereTo give up fightWith time.Sure I am hereAs a winnerAs truth is my shelter.
ବିନା ରକ୍ତରେ
ବିନା ରକ୍ତରେବଂଚିଛ ତୁମେ!ଆଉ ତୁମ ସହ ଏଠିମୁଁ କରୁଛି ସଂଘର୍ଷଶବ୍ଦ ସହିତ।ସାବଧାନ ହୋଇପାରୁ ନି ରହି।ରକ୍ତରେ ଫୁଟାଇଛିଯେତେ ଯାହାବନ୍ଧୁ ସଂପର୍କୀୟ ସାମ୍ନାରେ।ବାଟ କାଟିଗଲେଣି କେତେ କେଉଁଆଡକୁ।ପାଣି ବି ଭୁଲିଛିଏତେବେଳେ ।ତପୋବନ, ଟିଟିଲାଗଡ, ବଲାଙ୍ଗିର29/02/2020
Please try to know
Undeserving one – the curse,And gives a bad result.Satisfied yourselfWith the moneyYou earned.Money and richesAre like prostitutesIf not for the public good.Give a deserving personHis or her proper dues.And dear men dazzleLike a gem with virtues.
Kaincha aau samudra
Samparka aame janu.Samparka amrutare.Kiontu mandara pahadaDihinka bhitare pasiKala nahin bhala.Dukhara samaya aasigalaMu jane.Aschrya hebar karanaBi nahin kichhi.Aame bi nuhan bokaa.Kintu katha taa gurutara.Aau aaji jae aameKhyati sahuchhun.IN oDIA LIPI OR BRAHMI SCRIPT;କଇଁଚ ଆଉ ସମୁଦ୍ରଏମାନଙ୍କ ଭିତରେଭଲ ସଂପର୍କ, ଜାଣୁ ।ସଂପର୍କ ଅମୃତର ।କିନ୍ତ ମନ୍ଦର ପାହାଡଦିହିଙ୍କ ଭିତରେ ପଶିକଲା ନାହିଁ ଭଲ ।ଦୁଃଖର ସମୟ ଆସିଗଲାମୁଁ ଜାଣେ ।ଆଶ୍ଚର୍ଯ୍ୟ ହେବାରକାରଣ ନାହିଁ ବି କିଛି…
ଥାଉ
(ଯେ ଯାହାମତେ ସୁଖ ଚିନ୍ତିସ୍ୱାମୀ ଜୀବନ ସେ ହରନ୍ତି – 7/9 ଅତିବଡି ଜଗନ୍ନାଥ)ଥାଉଏତିକିରେ ଏ ସବୁ।ଏଣୁଏଣିକିସତ୍ୟ ଖୋଜାଯାଉ।କୋଉଠି ସତ୍ଯ?ସତ୍ୱରେ! !କଦଳୀପତ୍ରମୁଣ୍ଡ ହଲାଏ।ବଦନ ଶିରଊରୁ ଭୁଜ ଦେଖାନ୍ତିଯେ ଯାହା ତେଜଫୁଟି ଉଠିଲାବେଳେଦିବ୍ୟବେଶ, ନା ନାକାହିଁ ନାହିଁ ଶେଷ।ଦେଖ ମାୟା,ଦେଖ ବାଙ୍କ ଚାହାଣୀ ଗତି,ପଣସ ପତ୍ର ଦନାରେଗୋବର ଟିକିଏ ଆଉକାଗଜର ପାଂଚଶହ ଦେଇ କହୁଛିଯିବ ଡେଇଁ ବୈତରଣୀ ନଦୀ!ଆହା,ସ୍ୱ-ପର ଭେଦ!ପାରୁ ନି ଜାଣି ମୂଢ ନରଘାଣ୍ଟି ହେଉଛି ଯୋଉଠିନିଜର ଇ ଅନ୍ଧାର।ତପୋବନ, ଟିଟିଲାଗଡ, ବଲାଙ୍ଗୀର06/10/2020
1
Air and fireTake care.2Love and hateBoth thereLook to that.3Take careLife and deathBoth there.