In film.
The blast
Reign supreme.
No hair is fair
Not to tell there.
But running devil
Discover here
Near and far.
Nest of mare
In marriage party
In funeral ceremony
Inhuman acts, despair.
Similar Posts
No question is void,
Answer within lies.Find the answer,And from the answer,Put the question again.See, different oneAt different timeBoth truth and untruth.Rule the worldWith proper answersThat have no questions.But life itself is a questionThat is void, I am sure.
I am bringing back myself,
And still I am returningTo life.To lifeI am to make soundsAnd with that soundsI learn how to live.Living is my professionAnd with lifeI create youTo present all truth.The truth is there to helpAnd support and we travel in groups.
ହାରିବା ଆଉ ଜିତିବା
ଜୀବନକୁ କରିବାକୁ ହାଲୁକା।
ସହୋଦର
ମୋ ମା ରାନ୍ଧିବ ଭାତ,ମୁଁ ପାରୁ ନି ବୁଝିଇମ୍ରାନ ଖାଁକୁକିଆଁ ପଚାରିବ!ମୋ ଭାଇନିଜ ଘର ଭିତରରଅଳନ୍ଧୁ ସଫା କରିବମୁଁ ପାରୁ ନି ଜାଣିଈର୍ଷାଳୁ ଆଉ ଅପାରଗପଡୋଶୀଠୁ ଆଣିବ କିଆଁଅନୁମତି ପତ୍ର!ମୁଁ ମୋରଖେଳିବି ବୁଲିବିମୋ ବାଡିରେ,ପାରୁ ନି ବୁଝିକିଆଁ ହେଉଛିତୁମ ପେଟ ଦରଜ!ଆହା!ତୁମେ ପରା ମୋରସହୋଦର!ତପୋବନ, ଟିଟିଲାଗଡ, ବଲାଙ୍ଗିର14/01/2020
ମୋର ମାଆଁରଟା
ପୈଦାହେଲାବେଲୁ ମୁଇଁଆଏଜତକ୍ ଖଉଛେଁ ଜେନଜେନଟା ସବୁ ସବୁମୋର ମାଆଁରଟା ଆଏ।ଜେନ୍ତା ଜେନ କହୁଥିଲା ମୋର ମାଆଆରୁ ମୁଇଁ ସିଖିଛେଁ ଜେତକିକହୁଛେଁ। ଉଡେନବାଜ କଥା କହିକରିକାଏଁ ଫାଏଦା କହୁନ୍!ଜେତକି ଜେନ ସବୁ ଦେଖୁଛ ତମର ଆଏଁଖିଥିସଫା ମୋର ମାଆରଟା ଆଏ।ମୋର ଆଏ ମୋର ମାଆଁଇ ଘରଦୁଆର ବଲବଏସହିସାବନିକାସ ମୋର ମାଆରଟା ଆଏ।ଆକାସପାତାଲ ପବନପାଏନଉଜାଲାଅଁଧାର ସବୁ ମୋର ମାଆଁ।ସବୁ ସବଦ ଧୁନି ହାଲସାବକଧୁଇଲମାଏଟ ରଁଗଭଁଗମୋର ମାଆଁରଟା ଆଏ।ଆରୁ ଜେତକି ଜେନଜେନଟା ବକତୁଛଆଏ, ମୁଇଁ ଆଏ।ଥିଲା ଆରୁ ଅଛେ ଭିମଝାମଝିଥି ସବକରରମୋର…
ସମସ୍ତଙ୍କ ସମ୍ମୁଖରେ
ସମସ୍ୟା ହେଲା କହିବାସିଧାସଳଖ, ସତ୍ୟ ହେଉ କି ମିଛ!ନାଟକକୁ ନାଟକ ଜାଗାରେରଖିଦେବା ନୁହଁ ସମସ୍ୟା।ଆରେ ବାବା, ଦିନରେ ହେଉ କିରାତିରେ ସେମିତି ମିଟମିଟଉଥିବେ ତାରା।ଆଉ ଆମେ ସବୁ ଘୂରି ଘୂରିଅଛେ ଯୋଉଠି ସେଇଠି ଇ ଥିବା!ଆବଶ୍ୟକ ନାଇଁ ରଡିଦେଇଅସ୍ତିତ୍ବ ଜାହିର କରିବା ସମସ୍ତଙ୍କ ସମ୍ମୁଖରେ।ଯାହା ଯେମିତି ତାହା ସେମିତି ଆଉତାକୁ ନେଇ ଏତେ କଣ ହଇହଲ୍ଲା ହଟହଟା।ତପୋବନ,ଟିଟିଲାଗଡ, ବଲାଙ୍ଗୀର19/09/2020