Lying on the floor
In empty hands.
The high drama ends
With no hero
Declared as saviour
Of common voters.
And democracy cried
And democracy cried
With faulty system
Of number games.
Similar Posts
ପାରୁ ନି କହି ବନ୍ଦ କର
ଜାଣେ କୌଣସି ଆଡୁକୌଣସି ପ୍ରକାରେ କିଛିନ ପାରିଲା ଲୋକର କାମ ଇଏ।ଆଉ ବି ଜାଣେକେତେ ପାରିବାର ତମେ।ହେଉ, ଥାଉ
1
थैले तो मुइ!तोरलके रहिथिलेथिता मोर नाॅ!फेरभि मुइअछे इन ।फेरभि तुइअछु इन ।इन थेइ थेइमुइ नेइ न मुइ ।तुइ नेइ ने तुइ ।2काॅजे कहेता घएता?हेटा कें मर कनिआं!केन गाॅ?झारे जंगलेनेइ न नाॅ ।गला न मेटिसबु किछि।गला न हिटिबेकर पटि ।इ जिबनेहेता आरु काणा!काणा नेइ हेबारपचरउछे कुन्दासुनुछे भॅएरादेखुछे कणा ।
ଜାଣେ ନା
ରଙ୍ଗ କାହାର!ରଙ୍ଗ କାହାର!
ଅଛ, ଦେଖି ପାରୁଛି ତ ସ୍ପଷ୍ଟ
ଅଛ,ଦେଖି ପାରୁଛି ତ ସ୍ପଷ୍ଟ।ଏଇଟା ଦିନ,ଆମର ଅଛି ଜୀବନ।ନିତ୍ଯଚାଲିଛି ଭ୍ରମଣ ।ନିତ୍ଯନିର୍ବାଣ।କିଏ କେତେ ବଳବନ୍ତନାହିଁ ଆଦିଅନ୍ତ।ଯୋଜନ ଯୋଜନସବୁ ବିଦ୍ୟମାନ।ସ୍ତୁତି ଆଶୀର୍ବାଦନାହିଁ ପ୍ରମାଣ।ଚାଲିଛି ସଦାସୂର୍ଯ୍ୟମୟ ନିର୍ମାଣ।ଅଛ ବର୍ତ୍ତମାନସଦା ଦିନ।ଶୁଣ ଆଉ ଜାଣକହନ୍ତି କାହାକୁ ଅରୁଣ।ଜ୍ୟୋତିମଣ୍ଡଳ ସଂଚାରକୀଟୁବ୍ରହ୍ମ ସଭିଙ୍କର।ଆଲୁଅ ଅନ୍ଧାର ନାହିଁ ଭେଦଦୁଆରୁ ଦୁଆର।ତପୋବନ, ଟିଟିଲାଗଡ, ବଲାଙ୍ଗୀର15/03/2020
କିଏ ପାଇଛି ଘିଅ
ଠିକ୍ ପଚାରିଛ ତୁଳସୀ!ପ୍ରେମ ନ ଥିଲେସତ୍ଯକୁ ପାଇଛି କିଏ?ଆଉ ସତ୍ୟ ନ ଥିଲେଅଛି ପ୍ରାଣ କହିବ କିଏ!ଆଶା ଥାଏ ତଥାପିସରଳ ସ୍ୱଭାବ ଥିଲେଆଉ ଜୀବନ-ରଥଆଗକୁ ଆଗକୁ ଗଡିଚାଲେ ।
You said,
Is it true?Let the poetsPresent hereCome forwardTo clear.Great powerI like notI fear not.And I am with poetryAnd I touch eternity.If anyone is thereTo challenge,I am not hereTo take revenge.